Odia News Portal

ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ

ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର । ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ ଘଟିଛି । ଲିଭର ଜନିତ ସମସ୍ୟା କାରଣରୁ ସେ କିଛିଦିନ ଧରି ଏମ୍ସରେ ଚିକିତ୍ସିତ ଥିଲେ । ଗତକାଲି…

ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା

ପ୍ୟାରିସ-ଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆ ଉପରେ ପୁଣି ଜରିମାନା ଲାଗିଛି । ୬ ଡିସେମ୍ବର ୨୦୨୨ରେ ଘଟିଥିବା ଏହି ଘଟଣା ରିପୋର୍ଟ କରିନଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା…

ଭାରତରେ ଏମିତି ଏକ ମନ୍ଦିର ଯେଉଁଠି ପୂଜା ହେଉଛି ବିଲେଇ

ଯେମିତି ଭଗବାନ ଗଣେଶଙ୍କ ବାହନ ମୂଷା। ଆପଣ ଅନେକ ଜାଗାରେ ଦେଖିଥିବେ ଯେ ମୂଷାକୁ ପୂଜା କରାଯାଏ। ଠିକ ସେହିପରି ଲକ୍ଷ୍ମୀଙ୍କ ବାହନ ପେଚାକୁ ବି ପବିତ୍ର ବୋଲି ଧରନ୍ତି ଲୋକେ। ମା ଦୁର୍ଗାଙ୍କ ବାହନ ସିଂହ, ତେଣୁ ସିଂହର ମୂର୍ତ୍ତିବି ମନ୍ଦିର ବାହାରେ ସ୍ଥାପନା କରାଯାଇଥାଏ। କିନ୍ତୁ ବିଲେଇ…

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଖୁସି

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା । ୧୭ ଦିନ ପରେ ଶ୍ରୀମନ୍ଦିର ସମ୍ମୁଖ ରାସ୍ତା ଖୋଲାଯାଇଛି । ଏହାପରେ ଖୁସି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଏହି ରାସ୍ତା ଦେଇ କୌଣସି ଯାନବାହାନ ଯିବ ନାହିଁ । କେବଳ ଜନସାଧାରଣ ଭକ୍ତ ଚାଲି ଚାଲି ଯିବାର ବ୍ୟବସ୍ଥା କରାଯାଇଛି । …

ହକି ବିଶ୍ୱକପ : ଆଜି କ୍ୱାର୍ଟରରେ ଅଷ୍ଟ୍ରେଲିଆ -ସ୍ପେନ ଏବଂ ବେଲଜିୟମ – ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ବକପରେ ଆଜିଠାରୁ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି । ଆଜି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ମିନିଟରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ଖେଳାଯିବ ପ୍ରଥମ କ୍ବାର୍ଟର ଫାଇନାଲ । ଅଷ୍ଟ୍ରେଲିଆ ଗ୍ରୁପ ‘ଏ ‘ ଟପ୍ପର ଭାବେ ସିଧାସଳଖ…

ଦୀର୍ଘ ସମୟ ବସି ରହିଲେ ଦୁର୍ବଳ ହେବ ସ୍ମରଣଶକ୍ତି

ଅଫିସରେ କାମ କରିବା ବେଳେ ଦୀର୍ଘ ସମୟ ଧରି ବସିରହିବା ଏକ ସାଧାରଣ ତଥା ନିତିଦିନିଆ ଘଟଣା । ଅଫିସ ଭିତରେ ହେଉ କିମ୍ବା କୌଣସି ବାହାର ସ୍ଥାନରେ ଗତିହୀନ ଭାବେ କ୍ରମାଗତ ୮ ଘଣ୍ଟା ବସିରହି କାମ କରିବାକୁ ପଡ଼େ । ଲମ୍ବା ସମୟ ପର‌୍ୟ୍ୟନ୍ତ ବସିରହିବାର ପ୍ରଭାବ ଏବେ ଲୋକଙ୍କ ସ୍ମରଣଶକ୍ତି ଉପରେ…

ରାସ୍ତା ମଝିରେ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କଲା ସ୍ୱାମୀ

ତାମିଲନାଡୁର ବିଲ୍ଲୋରରୁ ଆସିଛି ଏକ ଦୁଃଖଦାୟକ ଏବଂ ଛାତିଥରା ଘଟଣା । ରାସ୍ତା ମଝିରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ଜାଣିବାକୁ ମିଳିଛି । ତେବେ ରାସ୍ତା ଯାତାୟତ କରୁଥିବା ଲୋକ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଏହା ଦେଖୁଥିଲେ ମଧ୍ୟ ଏହାକୁ ପ୍ରତିବାଦ କରି…

ଆଜିଠୁ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ

ରାଜଧାନୀ ଭୁବନେଶ୍ୱର ଓ କଟକରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି (କ୍ରୁଟ)।ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨…

୧ କୋଟି ନୁହେଁ ୧୦ ଲକ୍ଷ ଟଙ୍କା ଦେଇଛି:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

ମହାରାଷ୍ଟ୍ରର ଅମହଦନଗର ଜିଲ୍ଲାର ଶନିଶିଙ୍ଗଣାପୁରରେ ଥିବା ଶନିଦେବଙ୍କ ମନ୍ଦିରରେ ସୁନାକଳସ ଦାନ କରିବା ନେଇ ଜୋରଦାର ଚର୍ଚ୍ଚା ଭିତରେ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ତେବେ, ଏହି ସୁନାକଳସ ପାଇଁ…

୨୯ ତାରିଖରୁ ଓଡ଼ିଶାରେ ବଦଳିବ ପାଗ

ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ଉପକୂଳକୁ ସାମୁଦ୍ରିକ ପବନ ବହିବ । ପାଗ ମେଘୁଆ ରହିବ । ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ଼. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି…