ହକି ବିଶ୍ବକପ ପାଇଁ ପୂର୍ବତଟ ରେଳପଥର ନିଷ୍ପତ୍ତି : ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚାଲିବ ଦୁଇ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର ଓ ରାଉରକେଲାଠାରେ କାଲିଠାରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପରେ ଯାତ୍ରୀଙ୍କ ଚାହିଦା, ଅତିରିକ୍ତ ଯାତ୍ରୀ ଭିଡ଼, ରେଳ ଯାତ୍ରୀଙ୍କୁ ଉତ୍ତମ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଭୁବନେଶ୍ୱର-ରାଉରକେଲା!-->!-->!-->…
