ଆଉ ନାହାଁନ୍ତି ଆଳୟ ମହାନ୍ତି
ଆଉ ନାହାଁନ୍ତି ଆଳୟ ମହାନ୍ତି । ବରିଷ୍ଠ ସାମ୍ବାଦିକ , ସମାଜସେବୀ , ପ୍ରଯୋଜକ, ତଥା ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଗତକିଛିଦିନ ହେବ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ!-->…
