Odia News Portal

ଫାର୍ମ ହାଉସରେ କର୍ମଚାରୀଙ୍କୁ ହତ୍ୟା, ପୁଲିସର ତନାଘନା

ଫାର୍ମ ହାଉସରେ କର୍ମଚାରୀଙ୍କୁ ହତ୍ୟା । ବଲାଙ୍ଗିର ସଦର ଥାନା ଅଇଁଲା ଚୁଆଁର ଏକ ଫାର୍ମହାଉସରେ ଜଗୁଆଳିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରାତୁ ଭୁଏ ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ , ରାତୁଙ୍କ ମୁଣ୍ଡରେ ହାତୁଡି ସାହାଯ୍ୟରେ ଆଘାତ କରି ହତ୍ୟା…

ତପ୍ତପାଣି ଘାଟିରେ ବସ୍ ଓଲଟି ୧୦ ଯାତ୍ରୀ ଆହତ

ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ଗାଁ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର‌ ଶିକାର ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ମାତ୍ର ବ୍ରେକ୍ ଫେଲ୍ ହୋଇଯିବା ଯୋଗୁଁ ଏଭଳି…

ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ରାଜଧାନୀରେ ମହିଳା ଏସଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସହିଦନଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ସମସ୍ତ ଆନନ୍ଦ ବଜାର ଅଞ୍ଚଳର ଓ ପେଶାରେ ଡ୍ରାଇଭର ବୋଲି ପୋଲିସ କହିଛି । ନିଶାଶକ୍ତ ଅବସ୍ଥାରେ ମହିଳା ଏସଆଇଙ୍କୁ…

ରାଜ୍ୟରେ ବସିବ ୫ହଜାର ଟାଓ୍ୱାର: ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ ହୋଇଛି । ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ସେବା ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାରେ ୫ ହଜାର ଟାଓ୍ୱାର ବସାଯିବା ନେଇ ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି କି, କେନ୍ଦ୍ର ସରକାର ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ଦେଇଛନ୍ତି । ୫…

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ପାତ ନଗରୀ ରାଉରକେଲା ଗସ୍ତ କରି ନବନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌କୁ ଉଦ୍‌‌ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍‌‌’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ…

ହକି ପାଇଁ ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର,ଜାଣିପାରିବେ ସମସ୍ତ ତଥ୍ୟ

ହକି ମହାକୁମ୍ଭ ପାଇଁ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା କରିଛି ଓଡିଶା ପ୍ରଶାସନ । ଏବେ ବିଶ୍ୱକପ ପାଇଁ ଜାରି ହୋଇଛି ହ୍ୱାଟ୍ସଆପ ନମ୍ବର । ହକି ବିଶ୍ୱକପକୁ ନେଇ ସମସ୍ତ ତଥ୍ୟ ଟ୍ରାଫିକ ସୂଚନା ମଧ୍ୟ ପାଇପାରିବେ ସାଧାରଣ ଜନତା । କମିନଶନରେଟ ପୋଲିସ ତରଫରୁ ଜାରି ହୋଇଥିବା ମୋବାଇଲ ନମ୍ବର…

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିନେମା ହଲ୍‌କୁ ନେଇ ପାରିବେନି ବାହାର ଖାଦ୍ୟ

ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସକୁ ବାହାରର ଖାଦ୍ୟ ସାମଗ୍ରୀ ନେବା ଉପରେ ରୋକ୍‌କୁ ସୁପ୍ରିମ୍‌କୋର୍ଟ ଠିକ୍ ଦର୍ଶାଇଛନ୍ତି । ଏହା ସିନେମା ହଲ୍ ମାଲିକଙ୍କ ବ୍ୟବସାୟ ପରିସର ମଧ୍ୟରେ ଆସୁଛି । ଏହି ଅଧିକାରକୁ ତାଙ୍କଠାରୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତେବେ ହଲ୍…

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ସୋନିଆଙ୍କୁ ରୁଟିନ୍ ଚେକ୍ଅପ୍ ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ସୋନିଆ ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ। ଭାରତ ଯୋଡ…

ପନ୍ତଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯିବ

ସଡ଼କ ଦୁର୍ଘଟଣାରେ ଆହତ କ୍ରିକେଟର ରିଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ। ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା ଏହି ସୂଚନା ଦେଇଛନ୍ତି। ଡିସେମ୍ବର ୩୦ରେ ଉତ୍ତରାଖଣ୍ଡ ରୁର୍କି ନିକଟରେ ପନ୍ତଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ…

ନିଜ ମା ହିଁ ତୁନିଶାଙ୍କୁ ମାରିଥିବା ଅଭିଯୋଗ; ତଣ୍ଟି ଚିପି ହତ୍ୟା ଉଦ୍ୟମ

୨୪ ଡିସେମ୍ବର ୨୦୨୨ ରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା “ଅଲି ବାବା: ଦସ୍ତାନ-ଇ-କାବୁଲ’ ସେଟରେ ଆତ୍ମହତ୍ୟା କରିଥିଲେ । ପୂର୍ବତନ ପ୍ରେମିକ ସିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଅଭିନେତ୍ରୀଙ୍କ ମା’ ସାଂଘାତିକ ଅଭିଯୋଗ ଆଣିଥିଲେ । ତେବେ ସୋମବାର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ…