Odia News Portal

ଏୟାର ଇଣ୍ଡିଆ ଫ୍ଲାଇଟରେ ଯାତ୍ରୀଙ୍କ ଅଭଦ୍ର ଆଚରଣ, ମହିଳାଙ୍କ ଉପରେ ପରିସ୍ରା କଲେ

ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ଯାତ୍ରୀ ୭୦ ବର୍ଷୀୟା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ଏନେଇ ବୟୋବୃଦ୍ଧ ମହିଳା ଯାତ୍ରୀ ଜଣକ କ୍ୟାବିନ କର୍ମଚାରୀଙ୍କୁ…

ଶୁଭଶ୍ରୀ ମୃତ୍ୟୁ ମାମଲାରେ ବଢୁଛି ସସ୍‌ପେନ୍‌ସ: କୁଆଡେ ଗଲେ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ

ଯୋଡା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁର କାରଣ ସିନା ଜଣାପଡ଼ିଲା ହେଲେ ଏଯାଏ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ । ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି ଜଣାପଡ଼ି ନାହିଁ । ତେବେ ଶୁଭଶ୍ରୀଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ…

ଆଗାମୀ ୨ରୁ ୩ ଦିନରେ ରାଜ୍ୟକୁ ପୁଣି ଫେରିବ ଶୀତ

ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨ରୁ ୩ ଦିନ ପରେ ଶୀତ ବିଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କିଛି ଦିନ ହେବ ପାଗରେ ପରିବର୍ତ୍ତନ ଦେଖାଦେଇଥିବାରୁ କନ୍ଧମାଳ ଜିଲ୍ଲାରୁ ଶୀତ ଉଭାନ୍‌୍‌ ହୋଇଯାଇଛିା । ଦୁଇ ଦିନ ହେବ ଜିଲ୍ଲାର…

ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବେ ୧୨ ଚିତା

ଚଳିତ ମାସରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାକୁ ଭାରତ ଅଣାଯିବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଆଣିବାଲାଗି ଯୋଜନା ହୋଇଛି । ସେଥିରୁ ୭ଟି ଅଣ୍ଡିରା ଓ ୫ଟି ମାଈ । ପୂର୍ବରୁ ଗତବର୍ଷ…

ଅଙ୍ଗନବାଡି଼ କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଛି ଅଲ୍‌ ଓଡ଼ିଶା ଅଙ୍ଗନବାଡି଼ ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍‌ ।ସଭାନେତ୍ରୀ ସୁମିତା ମହାପାତ୍ର ଓ ସାଧାରଣ ସମ୍ପାଦକ ଝୁନୁପମା ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅପରାହ୍ଣରେ ଲୋକସେବା ଭବନକୁ ଯାଇଥିଲେ ।…

ଆଜିଠୁ ୧୪ ଯାଏଁ ଭିତରକନିକା ବନ୍ଦ

ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଆଜିଠାରୁ ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ଆଜିଠାରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା । ଚଳିତର୍ଷ କୁମ୍ଭୀର ବିଶାରଦ ଡକ୍ଟର…

ବିଶ୍ୱକପ ହକି : ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ବିଶ୍ୱକପ୍ ହକି ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଛି ନେଦରଲାଣ୍ଡସ । ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମ । ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ନିଜର ପ୍ରଥମ ମ୍ୟାଚ ଖେଳିବ ଗତଥରର ଉପବିଜେତା ଟିମ୍ । ୨୦୧୮ ବିଶ୍ବକପରେ ଉପବିଜେତା ହୋଇଥିଲା…

ଭୁବନେଶ୍ୱର ନାଲକୋ ଛକରେ ଦୁର୍ଘଟଣା; ମହିଳା ମୃତ

ଦେଶ ତଥା ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହେଉଛନ୍ତି । ତେବେ ଏହି ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହା ଥମିବାର…

ଭାରତରେ କୋଭିଡ୍ ମାମଲା ୨୫% ବଢ଼ିଲା

ଚୀନ୍ ସମେତ ବିଶ୍ବର ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତରେ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ କ୍ରମାଗତ ଦ୍ୱିତୀୟ ସପ୍ତାହ କରୋନା ମାମଲାରେ ବୃଦ୍ଧି ଘଟିଛି । ରବିବାର ଶେଷ ହୋଇଥିବା ସପ୍ତାହରେ ୧୫୨୬ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଥିଲା, ଯାହା ପୂର୍ବ…

ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା

ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ଚିଲିକାରେ ମୋଟ ୨୧ ଟି ଟିମ୍ କରିବେ ପକ୍ଷୀ ଗଣନା । ପ୍ରତି ଟିମ୍ ରେ ରହିବେ ୭ ସଦସ୍ୟ । କମ୍ପାସ, ବାଇନା କୁଲର ଓ ଜିପିଏସ ମାଧ୍ୟ୍ୟମରେ ହେବ ପକ୍ଷୀ ଗଣନା । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ ୃଟା ପର୍ଯ୍ୟନ୍ତ ଚାଲିବ ଗଣନା । ଗଣନା କାର୍ଯ୍ୟରେ…