Odia News Portal

ବିଶ୍ୱକପ ସମୟରେ ହେବ ଅଧିକ ନମୁନା ପରୀକ୍ଷା,ସତର୍କ ରହିବାକୁ ପରାମର୍ଶ

କରୋନାସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଆଗାମୀ ୩୦ ରୁ ୪୦ ଦିନ ପର‌୍ୟ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ଭିତରେ ରହିଛି । ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ କରୋନା ନମୂନା…

ବିଲେଇ ପାଳିଲେ ଆସିବନି ହାର୍ଟ ଆଟାକ

ଦୁନିଆର ଅନେକ ଦେଶରେ ଶତାବ୍ଦୀ ଧରି ବିଲେଇମାନଙ୍କୁ ରଖିବାର ପରମ୍ପରା ଚାଲିଆସୁଛି। ଆମେରିକାର ପ୍ରାୟ ୮୫ ନିୟୁତ ଲୋକ ବିଲେଇମାନଙ୍କୁ ନିଜ ଘରେ ରଖୁଛନ୍ତି। ଅନେକ ଲୋକ ବିଲେଇମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ ପିଲାମାନଙ୍କ ପରି ରଖନ୍ତି । ଏହିପରି ଲୋକଙ୍କୁ ବିଲେଇ ପ୍ରେମୀ କୁହାଯାଏ…

ବେଡରୁମରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଜଳିଗଲେ ଦମ୍ପତିଙ୍କ ସହିତ ୮ ବର୍ଷର ପୁଅ

ବେଡରୁମରେ ଶୋଇଥିବା ବେଳେ ଅଘଟଣ । ଜଳିଗଲେ ଦମ୍ପତି ଏବଂ ୮ ବର୍ଷର ପୁଅ । ଏମିତି ଏକ ଘଟଣା ଅହମଦାବାଦରେ ଘଟିଛି। ଏକ ଡୁପ୍ଲେକ୍ସର ବେଡରୁମରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା। ଫଳରେ ଦମ୍ପତିଙ୍କ ସହିତ ୮ ବର୍ଷର ପୁଅର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ଓସିଏସ ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ

ଓଡ଼ିଶା ସିଭିଲ ସର୍ଭିସ – ଓସିଏସ ଆଶାୟୀଙ୍କୁ ମିଳିବ ଆଉ ଏକ ପରୀକ୍ଷା ସୁଯୋଗ । ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୧୯, ୨୦୨୦ ଓ ୨୦୨୧ରେ ଦେଇଥିବା ପରୀକ୍ଷାର୍ଥୀ ଆଉ ଏକ…

ଲାଗୁ ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ

ରାଜ୍ୟରେ ନୂଆବର୍ଷରୁ ଯାନବାହନ ନିୟନ୍ତ୍ରଣ କ୍ଷେତ୍ରରେ ଲାଗୁ ହୋଇଛି ନୂଆ ନିୟମ । ସେମାବାର ଠାରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ଇ-ଡିଟେକ୍ସନ୍ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅଧୀନରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିର ଫାଷ୍ଟାଗ୍ ଓ ଗାଡ଼ିର ଛବିକୁ ଆଧାର…

ସମୁଦ୍ର କୂଳ ଆକାଶରେ ୨ ହେଲିକପ୍ଟର ମୁହାଁମୁହିଁ ଧକ୍କା

ସମୁଦ୍ର କୂଳ ଆକାଶରେ ହଠାତ ଶୁଭିଲା ଏକ ଭୟଙ୍କର ଶବ୍ଦ । ସମୁଦ୍ର ଲହଡି ଏବଂ ସୁନ୍ଦର ପରିବେଶର ମଜା ନେଉଥିବା ଲୋକମାନେ ସ୍ତବ୍ଧ ହୋଇ ଆକାଶକୁ ଚାହିଁ ରହିଲେ । ଆଉ କିଛି ସମୟ ପରେ ବାଲିରେ ଅନେକ ଅଙ୍ଗାର ଆଉ କିଛି ଭଙ୍ଗାରୁଜା ଟୁକୁଡା । କିଛି ଜାରିବା ଆଉ ବୁଝିବା ଆଗରୁ ଶାନ୍ତ ପଡିଯାଇଥିଲା…

ହୀରାକୁଦରେ ଲାଗିଲା ବିଦେଶୀ ପକ୍ଷୀଙ୍କ ସମାରୋହ, ୮ରୁ ଗଣନା

ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଏପିରିକି ଜଳଭଣ୍ଡାରକୁ ଲାଗି ରହିଥିବା ଅନେକ ସ୍ଥାନକୁ ମଧ୍ୟ ଏହି ପକ୍ଷୀମାନେ ଆସୁଥିବାର ଦେଖାଦେଇଛି । ପର‌୍ୟ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ସେପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ହେବା ସହ ଆସନ୍ତା ୮ତାରିଖରୁ ପକ୍ଷୀ ଗଣନା…

ଜୟପୁର ଶେଷ ରାଣୀଙ୍କ ପରଲୋକ

ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ ହୋଇଥିବା ସୂଚନା । ଶେଷ ରାଣୀ ରାଜକୁମାରୀ ଦେବୀଙ୍କର ୯୦ ବର୍ଷରେ ପରଲୋକ ହୋଇଛି । ଜୟପୁର ସ୍ଥିତ ରାଜପ୍ରାସାଦରେ ବିଳମ୍ବିତ ରାତିରେ ପରଲୋକ ହୋଇଥିବାର ଖବର ସାମ୍ନାକୁ ଆସିଛି ।

ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ସରକାରଙ୍କ ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଆଜି ଏହି ମାମଲାରେ ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କେନ୍ଦ୍ରର ‘ନୋଟବନ୍ଦୀ’ ନିଷ୍ପତ୍ତି ବୈଧ ବୋଲି କହିଛନ୍ତି । କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସର୍ବୋଚ୍ଚ…

ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌

ଦୁର୍ଘଟଣା ପରେ ଟ୍ରକ୍‌ରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଜୁରାଗାଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟି ବଅଁରପାଳ ଅଭିମୁଖେ ଯାଉଥିଲା ।…