ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଡିଡିସିଏ
ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ଡିଡିସିଏ । ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ହସପିଟାଲକୁ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବାକୁ ଆସୁଥିବା ଲୋକଙ୍କୁ ନେଇ ଚିନ୍ତାରେ ରହିଛନ୍ତି। ଯଦି ଅଧିକ ସଂଖ୍ୟକ ଲୋକ ପନ୍ତଙ୍କୁ ଦେଖିବାକୁ!-->…
