ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କ ପରଲୋକ ହୋଇଯାଇଛି । ଆଜି ଭୋର୍ ପ୍ରାୟ ୩.୩୦ରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେନଙ୍କ ଦେହାନ୍ତ ହୋଇଛି ।
ଚଳିତ ବର୍ଷ ନିଜ ୧୦୦ତମ ଜନ୍ମ ଦିବସ ପାଳନ କରିଥିବା ହୀରାବେନଙ୍କ ସ୍ବାସ୍ଥ୍ୟ ହଠାତ୍!-->!-->!-->…
