Odia News Portal

ଆଜି ଭୁବନେଶ୍ୱର ରେଳଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ

ଭୁବନେଶ୍ୱର ରେଳଷ୍ଟେସନର ପୁନଃବିକାଶ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି, ଯାହାକି ୨୪ ମାସ ମଧ୍ୟରେ ସରିବ। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କରିବେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ । ଜିଲ୍ଲାରେ ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ବହୁ…

ସରକାରଙ୍କୁ ମାଗଣାରେ ଦୁଇ କୋଟି ଡୋଜ୍ କୋଭିଶିଲ୍ଡ ଟିକା ଦେବ ସେରମ୍

କୋଭିଡ-୧୯ ବିପଦ ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କୁ ଦୁଇ କୋଟି ଡୋଜ୍ କୋଭିଶିଲ୍ଡ ଟିକା ମାଗଣାରେ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟର ସରକାର ଓ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ…

କୋରୋନା ନେଇ ଚିନ୍ତିତ ହେବା ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ସଚିବ

ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କୋରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ‌ ପଣ୍ଡିତ। ଆଜି ପ୍ରେସମିଟରେ ସ୍ବାସ୍ଥ୍ୟ ସଚିବକହିଛନ୍ତି ଯେ, ଭାରତରେ ଏବେ ଶହେରୁ ୨ ଶହ ଭିତରେ କୋରୋନା…

ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ପ୍ରତି ବିପଦ

କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢ଼ାଇବା ପାଇଁ ଦଳ ତରଫରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖାଯାଇଛି । ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିବା ଏହି ଚିଠିରେ କଂଗ୍ରେସ ଦୁଇ କିମ୍ବା ତିନୋଟି ଘଟଣା ଉଲ୍ଲେଖ କରି ସୁରକ୍ଷା ବୃଦ୍ଧି କରିବାକୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହସ୍ପିଟାଲରେ ଭର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାରୁ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କୁ ଅହମ୍ମଦାବାଦସ୍ଥିତ ୟୁଏନ୍ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। …

ରାଜଧାନୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ରାଜଧାନୀରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡିଶା ବିଜେପି ତରଫରୁ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି । ବିଶେଷ ସ୍ୱାଗତ ସହ ଜେପି ନଡ୍ଡାଙ୍କୁ ପାଛୋଟି ଆଣିଛି ରାଜ୍ୟ ବିଜେପି ।

ରାଜ୍ୟରେ ଶୀତ ଗାଏବ

ରାଜ୍ୟରୁ ଶୀତ ଗାଏବ । ଗତ ତିନି ଦିନ ହେବ ରାଜ୍ୟରୁ ଶୀତ ଉଭେଇ ଯାଇଛି । ରାତିର ତାପମାତ୍ରା ବଢ଼ିବାରେ ଲାଗିଛି । ପୈ।ଷରେ ଗ୍ରୀଷ୍ମ ଋତୁ ଭଳି ଅନୁଭୂତ ହେଉଛି । ପୁରୀରେ ରାତି ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାରାଦ୍ବୀପର ତାପମାତ୍ରା ଥିଲା ୨୩.୨ ଡିଗ୍ରୀ ।ଚାନ୍ଦବାଲିରେ…

ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସିଏସ

ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେ ୨୦ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରତିଟି କାମ ସରିବାର ଡେଡଲାଇନ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଶ୍ରୀସେତୁ କାର୍ଯ୍ୟ…