ଭୁବନେଶ୍ୱର ବିମାନବନ୍ଦରରେ ବୋମାର ଭୟ,ପାର୍ସଲରେ ଆସିଛି ବିସ୍ଫୋରକ
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି । ଏହି ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଏୟାରପୋର୍ଟରେ ଖେଳିଯାଇଛି ବୋମାର ଆତଙ୍କ । ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ବୋମାର ଭୟ ଦେଖାଯାଇଛି । ତେବେ ଏ ନେଇ ଆଶଙ୍କା!-->…
