ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ରେଖା ଗୁପ୍ତା
ଦିଲ୍ଲୀ ମେୟର ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତା। ଶାଲିମାର ବାଗରୁ ତିନି ଥର କାଉନସିଲର ରହିଥିବା ରେଖା ଗୁପ୍ତା ମଙ୍ଗଳବାର ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ସେହିପରି ରାମ ନଗର ଓ୍ବାର୍ଡରୁ କମଲ ବାଗରୀ ଡେପୁଟୀ ମେୟର ପଦବୀ ପାଇଁ ଲଢ଼ିବେ। ଆସନ୍ତା ଜାନୁଆରୀ!-->…
