ଶ୍ରଦ୍ଧା ହତ୍ୟା ମାମଲା: ପୋଲିସକୁ ମିଳିଲା ଆଫତାବ୍-ଶ୍ରଦ୍ଧା ଝଗଡ଼ାର ଅଡ଼ିଓ
ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଫତାବ୍ ପୁନାୱାଲାଙ୍କ ଭଏସ୍ ସାମ୍ପଲ୍ ପରୀକ୍ଷା ଆଜି କରାଯିବ। ଏଥିପାଇଁ ଦିଲ୍ଲୀ ପୋଲିସ ଆଫତାବ ପୁନାୱାଲାଙ୍କୁ ତିହାର ଜେଲରୁ ସିବିଆଇ ମୁଖ୍ୟାଳୟକୁ ନେଇଛି। ଏହି ମାମଲାରେ ପୋଲିସ ଏକ ଅଡିଓ ପାଇଛି। ଏଥିରେ ଆଫଫାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଝଗଡ଼ା!-->…
