Odia News Portal

ମହିଳା ଉଦ୍ୟୋଗୀଙ୍କ ପ।ଇଁ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

ମେକ୍ ଇନ୍ ଓଡିଶା କନକ୍ଲେଭରେ ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ସଶକ୍ତି, ସମୃଦ୍ଧି ମିଶନ ଶକ୍ତି ଆମର ଲକ୍ଷ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଶିଳ୍ପ ପାର୍କ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପ ପାର୍କ ହେବ, ସବୁ

ପ୍ରତିଦିନ ଅଣ୍ଡା ଖାଇଲେ ବଢିପାରେ ହାର୍ଟ ଆଟାକର ଆଶଙ୍କା

କିଛି ଲୋକଙ୍କୁ ପ୍ରତିଦିନ ଅଣ୍ଡା ଖାଇବାକୁ ଭଲ ଲାଗିଥାଏ । ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ, ଆପଣ ଜାଣନ୍ତି କି ? ସବୁ ଖାଦ୍ୟରେ ପୋଷଣ ରହିଛି । କିନ୍ତୁ ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର। କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍ ପରିମାଣରେ

ମଲରେ ମହିଳା କର୍ମଚାରୀଙ୍କୁ ହତ୍ୟା

ଜଣେ ମଲ୍ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗ୍ରେଟର ନୋଏଡା ପୋଲିସ ଗିରଫ କରିଛି। ପାୟଲ ଭାଟି ନାମକ ଅଭିଯୁକ୍ତ ଜଣକ ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରି ଶବକୁ ନିଜ ପୋଷାକରେ ପରିଧାନ କରି ତାଙ୍କ ମୃତ୍ୟୁକୁ ଜାଲିଆତି କରିଥିଲେ। ତେବେ ଜଣେ ପୋଲିସ୍

କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ରିକି ପଣ୍ଟିଂ, ହସ୍ପିଟାଲରେ ଭର୍ତ୍ତି

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ଶୁକ୍ରବାର ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସରେ କମେଣ୍ଟ୍ରି କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ

୨୩ରେ ଜିଲ୍ଲା ସ୍ୱପ୍ନ ସାକାର ହେବ: ନବୀନ

ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରଚାରରେ ଆସି ପ୍ରତିଶୃତି ଦେଲେ ନବୀନ । ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ । ୨୦୨୩ରେ ଜିଲ୍ଲା ସ୍ୱପ୍ନ ସାକାର ହେବ ପୋଲି ନବୀନଙ୍କ ଘୋଷଣା । ପଦ୍ମପୁରକୁ ଜିଲ୍ଲା ନେଇ ଆପଣଙ୍କ ଦାବି ଥିଲା। ୨୩ରେ ଆପଣଙ୍କ ସ୍ୱପ୍ନ ସାକାର ହେବ ।

ଆସୁଛି ଆଉ ଏକ ଲଘୁଚାପ: ୪ ତାରିଖରେ ଆଣ୍ଡାମାନ ସାଗରରେ ହେବ ଘୂର୍ଣ୍ଣିବଳୟ

ଆସୁଛି ଆଉ ଏକ ଲଘୁଚାପ। ୪ ତାରିଖରେ ଆଣ୍ଡାମାନ ସାଗରରେ ହେବ ଘୂର୍ଣ୍ଣିବଳୟ। ୫ ତାରିଖରେ ଏହା ଲଘୁଚାପର ରୂପ ନେବ। ସ୍କାଏମେଟର ଆକଳନ, ଲୋ ପ୍ରେସର ନେଇପାରେ ଡିପ୍ରେସନର ରୂପ। ତେବେ ସାମୁଦ୍ରିକ ଝଡ଼ ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ସ୍କାଏମେଟ୍‌। ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ

ପଦ୍ମପୁରରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

କେନ୍ଦ୍ର ବିଜେପିର ଅସଲ ମୁଖା ଖୋଲିଛନ୍ତି ନବୀନ। କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି । ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । କଟାକ୍ଷ କରି କହିଛନ୍ତି, ପଦମପୁର ରେଳ ଷ୍ଟେସନ କେଉଁଠି?

କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର କୋର୍ଟ ପରିସରରେ ଏକ ଅଘଟଣକୁ ଏଡ଼ାଇ ଦେଇଛି ପୁଲିସ। ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟ ପରିସରରେ ନିଜ ଦେହରେ କିରାସିନି ପକାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ରେଗିଡ଼ି ଅଞ୍ଚଳର ମହିଳା ଜଣକ କେଉଁ କାରଣରୁ ଏସଡିଜେଏମ୍ କୋର୍ଟକୁ ଆସିଥିଲେ ଓ କାହିଁକି ଏଭଳି

ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ: ନବୀନ

ପ୍ରଚାର ବେଳେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଲେ ନବୀନ । ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢୁଛି କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମା ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା’

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ହରପ୍ରୀତ ସିଂ ଗିରଫ

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ମିଳିଛି ବଡ଼ ସଫଳତା । ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହରପ୍ରୀତ ସିଂ ଓରଫ୍ ହାପି ମାଲେସିଆକୁ ଏନଆଇଏ ଗିରଫ କରିଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ