Odia News Portal

ଦେଶର ରୋମାଞ୍ଚକର ସ୍ଥାନ ମଧ୍ୟରୁ ଗୁଲମର୍ଗ ସର୍ବୋତ୍ତମ

ବାହାଘର ପରେ ଦମ୍ପତ୍ତିମାନେ କିଛି ରୋମାଞ୍ଚକର ପର୍ଯ୍ୟଟନ ସ୍ଥଳିକୁ ଯିବାକୁ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ବିଭିନ୍ନ ପାହିଡ଼ି ଇଲାକା, ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ, ଏବଂ ଶାନ୍ତିଦାୟକ ସ୍ଥାନକୁ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଆଜିକାଲି କପଲ୍‌ମାନେ ଏସବୁ ଜାଗାକୁ ହନମୁନ୍‌

ଓଡ଼ିଶାର ବିକାଶ ପାଇଁ ନବୀନଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କଲେ ପ୍ରମୁଖ ଶିଳ୍ପପତି

‘ମେକ୍ ଇନ ଓଡ଼ିଶା କନକ୍ଲେଭ୍-୨୦୨୨’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ପ୍ରମୁଖ ଶିଳ୍ପପତି ପ୍ରଶଂସା କରିଛନ୍ତି । ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ. ଏନ. ମିତ୍ତଲ କହିଛନ୍ତି, ବିଜୁ ବାବୁଙ୍କୁ ସେ ଆଗରୁ ଜାଣିଥିଲେ । ଇଣ୍ଡୋନେସିଆରେ ୧୯୭୮ରେ ବିଜୁ ବାବୁ ତାଙ୍କ ପ୍ଲାଣ୍ଟର ଉଦଘାଟନ

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜୋରଦାର: ଆଜି ଇଡିରେ ହାଜର ହେଲେ ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ବଡ଼ ବଡ଼ ପ୍ରଭାବଶାଳୀଙ୍କ ନାଁ ଉଠିବା ପରେ ସେମାନଙ୍କୁ ଜେରା କରିବାକୁ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବଡ଼ ପ୍ରସ୍ତୁତି କରିଛି ଭୁବନେଶ୍ୱର ତଦନ୍ତକାରୀ ଟିମ୍‌ । ଆଜି ଇଡିରେ ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ ହାଜର

ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌: ୮୯ ଆସନରେ ମୋଟ ୭୮୮ ପ୍ରାର୍ଥୀ

ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ୮୯ ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ । ଅବଶିଷ୍ଟ ୯୩ ଆସନରେ ଆସନ୍ତା ୫ରେ ଦ୍ୱିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଦଳର ମୋଟ ୭୮୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା

ସୁପ୍ରୀମ୍ ଅଟୋରୁ ଦାମୀ କାର କିଣିବାକୁ ଅର୍ଚ୍ଚନା କରୁଥିଲେ ବଡବଡିଆଙ୍କୁ ଫୋନ୍ କଲ୍‌

ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଇଡି ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅବିନାଶ ଖଗେଶ୍ୱରଙ୍କ ବରିଷ୍ଠ ସହଯୋଗୀ ଥିଲେ । କାର ବ୍ୟବସାୟରେ ତାଙ୍କୁ ସାହାର୍ଯ୍ୟ କରନ୍ତି । ତେବେ ଖଗେଶ୍ୱରଙ୍କ ସହ ତାଙ୍କର ଟଙ୍କା କାରବାର ମଧ୍ୟ

ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ: ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଉପରେ ହେବ ଆଲୋଚନା

ଶିଳ୍ପ ମହାକୁମ୍ଭ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ । ଆଜି ସ୍ୱତନ୍ତ୍ର ଅଧିବେଶନରେ ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଆଦି ଉପରେ ଆଲୋଚନା କରାଯିବ । ଦେଶ ବିଦେଶରୁ ଆସିଥିବା ଶିଳ୍ପମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ

ଶ୍ରୀକ୍ଷେତ୍ରରେ ଦେଖାଗଲା ଜୀବନ୍ତ ଶଙ୍ଖ

ପୁରୀ ସହରରେ ଦେଖିବାକୁ ମିଳିଛି ଜୀବନ୍ତ ଶଙ୍ଖ। ପୌରପାଳିକା ନରେନ୍ଦ୍ରକୋଣ ବାରବାଟୀ ଅଞ୍ଚଳରେ ଦୁଇଟି ଜୀବନ୍ତ ଶଙ୍ଖ ମିଳିଛି। ଅଭିନେତା ତଥା ମାଳଖମ୍ବ ଆସୋସିଏସନ୍‌ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ଗତକାଲି ନିଜ ଘରକୁ ଫେରୁଥିବା ବେଳେ ଅନ୍ଧାରରେ ଦୁଇଟି ଜୀବ ଚାଲୁଥିବା ଦେଖିବାକୁ ପାଇଥିଲେ ।

ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ, ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ

କୁହାଯାଉଛି ଯେ ଶେଷ ବିପର୍ଯ୍ୟୟ ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ ଆସିଥିଲା, ଯେତେବେଳେ ଡାଇନୋସରମାନେ ପୃଥିବୀରୁ ବିନାଶ ହୋଇଯାଇଥିଲେ। ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ୱାରା ମଣିଷ ସମେତ ଅନେକ

ଓଆରଏଚଡିସି ଦୁର୍ନୀତି ମାମଲା: ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ଆସିଛି ନୂଆ ଅପଡେଟ୍ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ଏମଡି ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ମେଟ୍ରୋଲ ବିଲ୍ଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତି, ପୂର୍ବତନ ଆଇଏଏସ ବିନୋଦ କୁମାର, କମ୍ପାନୀ

ପ୍ରଭୁ ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କୁ ପସନ୍ଦ ଗେଣ୍ଡୁ ଫୁଲ

ଶାସ୍ତ୍ରରେ ଫୁଲର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ କି, କୌଣସି ଦେବତାଙ୍କୁ ଜଲଦି ପ୍ରସନ୍ନ କରିବା କିମ୍ବା କୃପା ପାଇବା ପାଇଁ ପ୍ରିୟ ଫୁଲ ଅର୍ପଣ କରିବା ଜରୁରୀ। ମାନ୍ୟତା ଅନୁସାରେ, ଦେବାଦେବୀଙ୍କ ସତେଜ ଏବଂ ପ୍ରିୟ ଫୁଲ ଅର୍ପଣ କରାଯାଏ, ତେବେ ଭକ୍ତର ମନସ୍କାମନା ଜଲଦି ପୂର୍ଣ୍ଣ ହୁଏ।