Odia News Portal

ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା : ୧୧:୩୦ ଯାଏଁ ଗୃହ ମୁଲତବୀ

ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଙ୍ଗାମା । ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗ ଘେରିଥିଲେ ବିରୋଧୀ । ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏପରିକି ବାଚସ୍ପତିଙ୍କ ପୋଡିୟମ ଆଗରେ ଆସି ବିରୋଧ

ଆଜି ପଦମପୁର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ପଦମପୁର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦମପୁର ଯାଇ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ ନବୀନ । ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିପାଇଁ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଝରଣା ଦାସଙ୍କ ଶେଷକୃତ୍ୟ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି ।ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ

ଆରପାରିରେ ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଥିବା ସୂଚନା ମିଳିଛି । ସେ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଜଣାଶୁଣା ଚେହେରା । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । କଟକର ଚାନ୍ଦିନି ଚୌକର ଏକ

୨’ଡିସେମ୍ଵରରେ ବିବାହର ଘୋଷଣା କରିବେ କିଆରା

ବଲିଉଡର ଚୁଲବୁଲି ଅଭିନେତ୍ରୀ କିଆରା ଆଡଭାନୀ। ସେ ସବୁବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍ ଲାଇଟ୍ରେ ରହିଥାନ୍ତି। କିଆରାଙ୍କ ନାମ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଜଡିତ। ଉଭୟ ଶୀଘ୍ର ବିବାହ କରିବେ ବୋଲି ଦାବି କରାଯାଇଛି। କିନ୍ତୁ ଏହି ସମୟରେ

ଖୁବ ଶୀଘ୍ର ଓଡିଶା ହେବ ଟ୍ରିଲିୟନ ଡଲାର ଅର୍ଥନୀତି : ମୁଖ୍ୟମନ୍ତ୍ରୀ

ବିକାଶ ଆମର ଲକ୍ଷ୍ୟ । ଶିଳ୍ପାୟନକୁ ଆମର ସର୍ବାଧିକ ଫୋକସ । ଖୁବଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ହେବ । ଓଡ଼ିଶା ହିଁ ହେବ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା । ଏପରି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଢିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି

କଟକରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା

କଟକରେ କମୁଛି ଏଡ଼ସ ରୋଗୀଙ୍କ ସଂଖ୍ୟା। ଜିଲାରେ ପାଖାପାଖି ଶହେ ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି, ଯାହା ବେଶ ସନ୍ତୋଷଜନକ। କାରଣ ଜିଲାରେ ସଚେତନତା ଦିଗକୁ ବେଶ ମଜଭୁତ କରାଯାଇଛି। ଜିଲ୍ଲା ଓ ସହରରେ ଏଚଆଇଭି ସମ୍ବନ୍ଧୀୟ ସଚେତନତା ଯୋଗୁ ବର୍ତ୍ତମାନ କଟକ ଅନ୍ୟ ଜିଲା ମାନଙ୍କ ପଛରେ

ଶ୍ରଦ୍ଧା ହତ୍ୟା ମାମଲା: ବିକ୍ରି ହୋଇଥିବା ଫୋନ୍ ଉଦ୍ଧାର କଲା ପୋଲିସ

ଏକ ସଫଳତାରେ ଶ୍ରଦ୍ଧା ୱାକର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ଟିମ୍ ପ୍ରଧାନ ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କ ପୁରୁଣା ମୋବାଇଲ୍ ଫୋନ୍ ଉଦ୍ଧାର କରିଛି। ପ୍ରମାଣ ଲିଭାଇବା ଉଦ୍ଦେଶ୍ୟରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫାବ ମୋବାଇଲ୍ ଫୋନ୍ ବିକ୍ରି କରିଥିବା ଜଣାଯାଇଛି।

କେଦାରନାଥ ଧାମରେ ତିଆରି ହେବ ଶିବ ଉଦ୍ୟାନ ଓ ରାସ୍ତାରେ ୪ଟି ଚିନ୍ତନ ସ୍ଥଳ

ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା ପାଇଁ କେଦାରନାଥ ଘାଟିରେ ଅନେକ ସୁବିଧା କରୁଛନ୍ତି । ଏନେଇ ସେ ନିର୍ମାଣ ଏବଂ ବିକାଶ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ନରେନ୍ଦ୍ର ମୋଦୀ କେଦାର ଘାଟିରେ ଥିବା ଶିବ ମନ୍ଦିର ପଛପଟେ ଶିବ ଉଦ୍ୟାନ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ତୀର୍ଥଯାତ୍ରୀଙ୍କୁ

ସୈନିକ ସ୍କୁଲ ଭୁବନେଶ୍ୱର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ

ସହୋଦୟ ସ୍କୁଲ କମ୍ପେ୍ଲକ୍ସ ଆନୁକୂଲ୍ୟରେ ତା ୨୯ ନଭେମ୍ବର ୨୦୨୨ ରିଖ ଦିନ ସୈନିକ ସ୍କୁଲଭୁବନେଶ୍ୱରର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଅଛି । ଏହି ପ୍ରଦର୍ଶନୀଟି ବିଦ୍ୟାଳୟର କନିଷ୍ଠତମ କ୍ୟାଡ଼େଟ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ସମୁଦାୟ ୩୮ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ