Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ

ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ,ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଥିଲେ। ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥ ଙ୍କ ପୀଠ ର ଉନ୍ନତି ନିମନ୍ତେ 5T ଉପକ୍ରମ ରେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର, ଦ୍ୱିତୀୟ ଦିନରେ ପହଞ୍ଚିଲା ଧାରଣା

ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ୩ ଦଫା ଦାବିରେ ଚାଲିଛି ଆନ୍ଦୋଳନ । ଦ୍ୱିତୀୟ ଦିନରେ ପହଞ୍ଚିଛି ଧାରଣା। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ଵାନରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଲୋୟର ପିଏମଜିରେ ମହାସମାବେଶରେ ସାମିଲ ହୋଇଛନ୍ତି । ଶିକ୍ଷା ସହାୟକ

ପାଗଳ ଶିଆଳ ଆକ୍ରମଣ ରେ ୬ଜଣ ଗୁରୁତର

ଦିନଥିଲା ଲୋକମାନେ ଶିଆଳ ଦେଖିବାକୁ ପାଉନଥିଲେ କିନ୍ତୁ ଆଜିକା ଦିନରେ ଗାଁ ଗହଳି ଓ ରାଜ ରାସ୍ତାରେ ବୁଲୁଛନ୍ତି ଶିଆଳ। ରାତ୍ରି ସମୟରେ ଲୋକମାନଙ୍କ ଘର ଆଗରେ ଦେଖିବାକୁ ମିଳୁଛି । କୁକୁର ଙ୍କୁ ଦେଖି ଶିଆଳ ପଳାଉ ଥିବା ବେଳେ ଏବେ ଶିଆଳ ମାନଙ୍କ ଉପଦ୍ରବରେ କୁକୁର ମାନେ ଛତ୍ରଭଙ୍ଗ ଦେଉଥିବା

କେନ୍ଦ୍ରୀୟ ବିଦ୍ୟାଳୟ ଭାରତୀୟ ନଉସୈନିକ ପୋଷ୍ଟ ଚିଲିକା ରେ ପାଳନ ହେଲା ଏନ.ସି.ସି ଦିବସ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ.ଆଇ ଏନ ଏସ .ଚିଲିକା ବେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ଆଜି ଏନ.ସି.ସି.ଦିବସ ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ରେ.1.ଓଡିଶା ନାଭାଲ ୟୁନିଟ ଛାତ୍ରଙ୍କ ତରଫରୁ ନାଭାଲ ବେଶ ଭିତରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ପାଇଁ ଏବଂ ଏନ.ସି.ସି ତରଫରୁ ସଚେତନ

ଶ୍ରଦ୍ଧା ହତ୍ୟା ମାମଲା: ଆଜି ପୁଣି ଆଫତାବର ପଲିଗ୍ରାଫ୍ ଟେଷ୍ଟ

ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ୍ ପୁନାୱାଲାର ଆଜି ପୁଣି ପଲିଗ୍ରାଫ୍ ଟେଷ୍ଟ ଚାଲିଛି। ପୋଲିସ ପଲିଗ୍ରାଫ୍ ଟେଷ୍ଟ ପାଇଁ ସକାଳେ ଆଫତାବକୁ ଫରେନସିକ୍ ଲ୍ୟାବକୁ ଆଣିଥିଲା। ଏହାପୂର୍ବରୁ ମଧ୍ୟ ଆଫତାବର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲ, ଯାହାର ବିଶ୍ଳେଷଣ ପରେ ଫରେନସିକ୍ ଟିମ୍ ଆଫତାବର

ସୁକିନ୍ଦାରେ ୧୦କୋଟି ବ୍ୟୟ ଅଟଳରେ ଦୁଇଟି ମେଘା ପ୍ରକଳ୍ପ ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଦୁଇଟି ମେଘା ପ୍ରକଳ୍ପ ର ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେ଼ଇ ।ସୁକିନ୍ଦା ର ବିକାଶ ର ପର୍ବ ଆରମ୍ଭ ହେଲା । ଜଳ ହିଁ ଜୀବନ; କିନ୍ତୁ ସେହି ଜୀବନଦାୟୀ ଜଳ, ଯେପରି ସୁକିନ୍ଦାବାସୀଙ୍କ ପାଇଁ ଅସୁବିଧାର କାରଣ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ

୨୦୨୩ରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଏନେଇ ୟୁନେସ୍କୋକୁ ପଠାଯିବ ସମ୍ପୂର୍ଣ୍ଣ ଚିଠା । ଚିଠା ପ୍ରସ୍ତୁତି ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟ ସଂସ୍କୃତି

ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଜଣେ ଡାକ୍ତରଙ୍କୁ ଘରକୁ ଆଣିଥିଲା

ଆଫତାବଙ୍କ ଘରକୁ ଯାଇଥିବା ମହିଳାଙ୍କୁ  ବର୍ତ୍ତମାନ ପୋଲିସ ଖୋଜୁଛି। ପୋଲିସର ସୂଚନାନୁସାରେ, ମହିଳା ଜଣକ ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଅଟନ୍ତି ଏବଂ ଆଫଟାବ ତାଙ୍କୁ ମୋବାଇଲ୍ ଡେଟିଂ ଆପ୍ଲିକେସନ୍ ବମ୍ବଲ୍ ମାଧ୍ୟମରେ ଭେଟିଥିଲେ, ଯେଉଁଠାରେ ସେ ପ୍ରଥମେ ଶ୍ରଦ୍ଧାଙ୍କୁ ଭେଟିଥିଲେ। ଏହି ସମୟରେ

୧୫ ବର୍ଷର ବାଳିକାକୁ ଗଣଦୁଷ୍କର୍ମ

ରାଜସ୍ଥାନର ଢେଲପୁରରେ  ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ଘଟିଛି । ଜଣେ ୧୫ ବର୍ଷର ନାବାଳିକାକୁ ତିନିଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ ଝିଅଟି ଏକ ଚାଷ ଜମିରୁ ଫେରୁଥିବା ବେଳେ ଏହି ଭୟଙ୍କର ଘଟଣା ଘଟିଥଲା। ଢେଲଲପୁରର ମହିଳା ପୋଲିସ ଷ୍ଟେସନର ଇନ୍‌ଚାର୍ଜ ଅଫିସର

ହାଓଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ

ହାଓଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ହାଓଡ଼ା ଏକ୍ସପ୍ରେସ୍‌ରେ ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଏସ୍‌-୯ ଏସି କୋଚ୍‌ରେ  ନିଆଁ ଲାଗିବା ପରେ ଆନ୍ଧ୍ରପ୍ରଦେଶର କୁପ୍ପମ ଷ୍ଟେସନ୍‌ରେ ଗାଡ଼ିକୁ ଅଟକାଯାଇଛି। ଟ୍ରେନ୍‌ରେ ନିଆଁ ଲାଗିବା ନେଇ