ପଦ୍ମପୁର ଉପ ନିର୍ବାଚନ: ମୁଖ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ
ପଦ୍ମପୁର ଉପ ନିର୍ବାଚନ ପାଇଁ ଆଜି ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନ ଶୁଶିଲ କୁମାର ଲୋହାନୀ ଯୋଗ ଦେଇ ନିର୍ବାଚନ କୁ ଅବାଧ, ସ୍ୱଚ୍ଛ, ଓ ନିରପେକ୍ଷ ଭାବେ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଉପ ନିର୍ବାଚନ ପାଇଁ!-->…
