ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମର ଭଏସ ଦେବେ ଅମିତାଭ ବଚ୍ଚନ
ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ଅନ୍ଦାଜକୁ ଫ୍ୟାନ୍ସ ବେଶ୍ ପସନ୍ଦ କରନ୍ତି। ଅମିତାଭଙ୍କ ଦମଦାର ସ୍ୱର ଫ୍ୟାନ୍ସଙ୍କୁ ଆକୃଷ୍ଟ କରିଥାଏ। ଏବେ ବିଗ ବିଙ୍କୁ ଶ୍ରୀରାମ ଜନ୍ମଭୂମି ଇତିହାସ ଉପରେ ଆଧାରିତ ଫିଲ୍ମରେ ଭଏସ ଦେବା ପାଇଁ ଅନୁରୋଧ କରାଯାଇଛି ।
ଖବର ମୁତାବକ, ଶ୍ରୀରାମଙ୍କ!-->!-->!-->…
