Odia News Portal

୬ ସେଣ୍ଟିମିଟର ଲାଞ୍ଜ ଥିବା ଏକ ବିରଳ କନ୍ୟା ସନ୍ତାନ ଜନ୍ମ

ଅନେକ ସମୟରେ ସମାଜରେ କିଛି ଅଜବ ପ୍ରକାରର ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ବେଳେବେଳେ ଦୁଇଟି ଯମଜ ସନ୍ତାନଙ୍କ ମୁଣ୍ଡ ଲାଗି ରହିବା, ଚାରିଟି ଗୋଡ଼ ଥିବା, ତିନୋଟି ହାତ ଥିବା ଶିଶୁ ଜନ୍ମ ନେଇଥିବାର ଉଦାହରଣ ରହିଛି । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏହାକୁ

ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ

ଶ୍ରଦ୍ଧାଞ୍ଜଳୀଙ୍କୁ ଜେରା ପରେ ବହୁ ବିସ୍ଫୋରକ ତଥ୍ୟ ପାଇଛି ଇଡି । ଏନେଇ ଦିଲ୍ଲୀ ଇଡି ମୁଖ୍ୟାଳୟ ସହ ସମ୍ପର୍କରେ ଅଛନ୍ତି ଭୁବନେଶ୍ବରରେ ଇଡି ଅଧିକାରୀ । ଦିଲ୍ଲୀ ଇଡି ମୁଖ୍ୟାଳୟରୁ ତଦନ୍ତକାରୀ ଟିମ୍ କୁ ଆସିଛି ଡକରା । ଦିଲ୍ଲୀ ଇଡି ମୁଖ୍ୟାଳୟରେ ବଡବଡିଆଙ୍କ ସମ୍ପର୍କରେ ପ୍ରସ୍ତୁତ ହେବ

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ଗୁରୁତର ଆହତ ବାଣୁଆଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣରେ ଗୁରୁତର ଆହତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ସେ ଏସସିବିରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ବାଣୁଆ ଉଦୟ ଭୋଇ ବୋଲି ଜଣାପଡିଛି। ୨ ଦିନ ହେବ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଗତକାଲି ବାଣୁଆଙ୍କର ମୃତ୍ୟୁ ହୋଇଛି ।ଗତ

ମଧୁମେହକୁ କଣ୍ଟ୍ରୋଲ୍ କରିବା ପାଇଁ ପିଅନ୍ତୁ ମୁଗ ଡାଲି ପାଣି

ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିବ। ଏହା କେବଳ ଖାଇବା ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ । ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ତମ୍ବା, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ

ଆରମ୍ଭ ହେଲା ‘ମହାଭାରତ’ ଉପରେ ଫିଲ୍ମ ନିର୍ମାଣର ପ୍ରସ୍ତୁତି

ଭାରତୀୟ ପୌରାଣିକ କଥାବସ୍ତୁ ସବୁବେଳେ ଚଳଚ୍ଚିତ୍ର ନିର୍ମାତାଙ୍କ ଧ୍ୟାନ ଆକର୍ଷଣ କରିଆସୁଛି। ଏହି ପୌରାଣିକ ମହାକାବ୍ୟ ଉପରେ ଆଧାରିତ ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ସିରିଏଲ ସଫଳତାର କୀର୍ତ୍ତିମାନ ରଚିଛି। ମହାଭାରତ ସେଥି ମଧ୍ୟରୁ ଗୋଟିଏ, ଯାହା ଉପରେ ଅନେକ ସଫଳ ଧାରାବାହିକ ନିର୍ମାଣ

କମୁଛି ମାଓବାଦୀ ସଂଖ୍ୟା : ଆଇ.ଜି

ଗତକାଲି ସର୍ଚ୍ଚ ଅପରେସନରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଏହାକୁ ନେଇ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନର ଭିତୁଲ କୁମାର (ଏଡିଜି, ସିଆରପିଏଫ୍),

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିବ କି ନାହିଁ,ନିଷ୍ପତ୍ତି ନେବେ ସର୍ବୋଚ୍ଚ ନ୍ୟାୟାଳୟ

ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଣ୍ଣାୟକ ମୋଡ଼ରେ ରହିଛନ୍ତି। ଏହାର ଉତ୍ତର ମାଗିବାକୁ ଯାଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ଆଟର୍ଣ୍ଣି

ଅବକାରୀ ଦୁର୍ନୀତି ମାମଲା: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ସିସୋଦିଆଙ୍କ ନାଁ ନାହିଁ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଶୁକ୍ରବାର ସିବିଆଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ବିଜୟ ନାୟାର, ଅଭିଷେକ ବୋଇନାପାଲ୍ଲୀ, ସମୀର ମହେନ୍ଦ୍ର, ମୁତାଥା ଗୌତମ ଏବଂ ଅରୁଣ ଆର୍

ଏହି ରାଷ୍ଟ୍ରପତି ଯିଏ ୩୫ ହଜାର ମହିଳାଙ୍କ ସହ ରଖିଥିଲେ ସମ୍ପର୍କ

ଦୁନିଆରେ ମଧ୍ୟ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି ଯିଏ ୩୫,୦୦୦ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଦାବି କରାଯାଇଛି। ଏହା ବ୍ୟତୀତ ତାଙ୍କୁ ୬୦୦ ରୁ ଅଧିକ ଥର ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ପ୍ରତ୍ୟେକ ଥର ସେ ଖସି ପଳାଇ ଯାଇଥିଲେ। ଶତ୍ରୁମାନେ ତାଙ୍କର କ୍ଷତି କରିପାରି

ପୋଲିସଙ୍କୁ ସ୍ମାର୍ଟଫୋନ୍ ମନା

ଏଣିକି ପୁରୀ ଶ୍ରୀମନ୍ଦିର ଭିତରକୁ କାର୍ଯ୍ୟରତ ପୋଲିସ ନେଇପାରିବେନି ସ୍ମାର୍ଟଫୋନ୍ । ରତ୍ନ ସିଂହାସନ ଫଟୋ ଭାଇରାଲ ପରେ ଏହି କଟକଣା ଜାରି କରିଛନ୍ତି ପୁରୀ ଏସପି । ଜରୁରୀ ସେବା ନିୟୋଜିତ ଅଧିକାରୀଙ୍କ ପାଇଁ କଟକଣା କୋହଳ । ପୂର୍ବରୁ ମନ୍ଦିର ପୂଜକମାନଙ୍କୁ ସ୍ମାର୍ଟଫୋନ୍ ବାରଣ ଥିଲା ।