Odia News Portal

ଭାରତୀୟ ଅଲିମ୍ପିକ ସଂଘର ପ୍ରଥମ ମହିଳା ସଭାପତି ହେଲେ ପି.ଟି. ଉଷା

ଭାରତୀୟ ଅଲିମ୍ପିକ ସଂଘର ସଭାପତି ଭାବରେ ଚୟନ ହୋଇଛନ୍ତି ପି.ଟି. ଉଷା । ପ୍ରଥମ ମହିଳା ସଭାପତି ଭାବରେ ପି.ଟି. ଉଷାଙ୍କୁ ମିଳିଛି ଏହି ପଦବୀ । ନିଦ୍ୱର୍ନ୍ଦ୍ୱରେ ସେ ଏହି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି । ଖୁବଶୀଘ୍ର ସେ ଏଠାକୁ ଆସି ଦାୟିତ୍ୱ ଗ୍ରହଣ କରିବେ । ଉଷାଙ୍କ ପୂର୍ବରୁ କୌଣସି…

ପୁଅକୁ ମାରିବାକୁ ସୁପାରୀ ଦେଲା ବାପା

ଇଏ କେମିତିକା ବାପା.. ପୁଅକୁ ମାରିବା ପାଇଁ ସୁପାରୀ ଦେଲା । କର୍ଣ୍ଣାଟକର ହୁବାଲି ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ବାପା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଅକୁ ଜୀବନରୁ ମାରିଦେବା ପାଇଁ ଦୁର୍ବୃତ୍ତଙ୍କୁ ସୁପାରୀ ଦେଇଥିଲା ବାପା । ପୋଲିସ ଅଭିଯୁକ୍ତଙ୍କୁ…

ବାଚସ୍ପତିଙ୍କୁ ଭେଟିଲେ ପଦ୍ମପୁରର ନୂଆ ବିଧାୟିକା; ୧୪ରେ ଶପଥ ନେବେ ବର୍ଷା

ପଦ୍ମପୁର ନିର୍ବାଚନରେ ବିଜୟୀ ହେବା ପରେ ଆଜି ବାଚସ୍ପତିଙ୍କୁ ଭେଟିଛନ୍ତି ନୂଆ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ର୍ରମ କେଶରୀ ଆରୁହାଙ୍କ ବାସଭବନକୁ ଯାଇ ବର୍ଷା ତାଙ୍କୁ ଭେଟିଛନ୍ତି । ପଦ୍ମପୁରରେ ବିଶାଳ ବିଜୟ ପାଇଁ ବର୍ଷାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ବାଚସ୍ପତି ଆରୁଖ । …

ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବାକୁ ହେବ : ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ସମୟରେ ଗଣମାଧ୍ୟମ ସବୁଠି ନିଜର ଉପସ୍ଥିତି ଜାହିର କରିଛି। ଖବର ଏବେ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛି। ଏପରି ଆହ୍ୱାନପୂର୍ଣ୍ଣ ସମୟରେ ଗଣମାଧ୍ୟମର ନୈତିକତା, ସତ୍ୟତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବା ଦିଗରେ କାର୍ଯ୍ୟ କରିବାକୁ ହେବ ।…

ଇଡିକୁ ଅର୍ଚ୍ଚନା ନାଗର ସମସ୍ତ ତଥ୍ୟ ହସ୍ତାନ୍ତର କଲା ପୋଲିସ

ଏବେ ରାଜ୍ୟର ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବ୍ଲାକମେଲ ହସୀନାକୁ ଏବେ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ପ୍ରଶ୍ନବାଣରେ ଅର୍ଚ୍ଚନାକୁ ଘାଇଲା କରିବା ପାଇଁ ଚଳାଇଛି ଚେଷ୍ଟା । ତେବେ ଏହା ମଧ୍ୟରେ ଖଣ୍ଡଗିରି ପୋଲିସ ଅର୍ଚ୍ଚନାର ସମସ୍ତ ତଥ୍ୟ ଇଡିକୁ…

ବିଶ୍ୱର ସବୁଠାରୁ ବୟସ୍କ କଇଁଛ ‘ଜୋନାଥନ୍‌’

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ ନିକଟରେ ‘ଜୋନାଥନ’କୁ ସବୁଠାରୁ ବୟସ୍କ କଇଁଛର ଆଖ୍ୟା ଦେଇଛି। ଜୋନାଥନ୍ ଡିସେମ୍ବରରେ ନିଜର ୧୯୦ତମ ଜନ୍ମଦିନ ପାଳନ କରିଛି। ସାରା ବିଶ୍ୱର ଲୋକେ ଏହା ବିଷୟରେ ଜାଣିବାକୁ ଇଚ୍ଛୁକ। ଜୋନାଥନ୍ ଏକ ସୁନ୍ଦର ଜୀବନ ଜିଉଁଛି ଏବଂ ଏହାର ଯତ୍ନ ମଧ୍ୟ ଭଲ ଭାବରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ବର୍ଷା ସିଂହ ବରିହା

ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି । ବର୍ଷାଙ୍କ ସହ ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ବିଧାୟକ ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ନବୀନ ନିବାସ ଯାଇଥିଲେ । ପଦମପୁରର ବିକାଶ…

ଶୀତଦିନେ ହୃଦଘାତ, ଉଚ୍ଚ ରକ୍ତଚାପ, ଫ୍ଲୁ, ନିମୋନିଆର ଆଶଙ୍କା ଅଧିକ

ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଏହି ସମୟରେ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜୁରୁରୀ । ଶୀତଦିନେ ବିଭିନ୍ନ କାରଣରୁ ହୃଦଘାତର ଆଶଙ୍କା ରହିଥାଏ । ତେଣୁ ହୃଦଘାତର ସାମାନ୍ୟ ଲକ୍ଷଣ ଦେଖାଦେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ଏଥିସହିତ ଫ୍ଲୁ,…

ଅଜୁର୍ନ କପରୁଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମଲାଇକା

ବଲିଉଡର ଫିଟନେସ କୁଇନ୍ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ କିଛି ୟୁର୍ଜସ ମଲାଇକାକଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଜଣାପଡିଛି । ଫଳରେ ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ମଲାଇକା । ତେବେ ତାଙ୍କର ଏକ ଶୋ ମୁଭିଙ୍ଗ…

ରାଜ୍ୟସଭାରେ ଆଗତ ହେଲା ସମାନ ନାଗରିକ ସଂହିତା ବିଲ୍, ବିରୋଧୀଙ୍କ ହଙ୍ଗାମା

ସମାନ ନାଗରିକ ସଂହିତା ସହ ଜଡିତ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଶୁକ୍ରବାର ରାଜ୍ୟସଭାରେ ଆଗତ କରାଯାଇଛି । ବିଜେପି ସାଂସଦ କିରୋଡୀ ଲାଲ ମୀନା ଏହି ବିଲ୍ ଉପସ୍ଥାପନ କରିଥିଲେ। ଗୃହରେ ଏହି ବିଲ୍ ଉପସ୍ଥାପନ କରିବା ସପକ୍ଷରେ ୭୩ ଓ ବିରୋଧରେ ୨୩ଟି ଭୋଟ୍ ପଡ଼ିଥିଲା । ଦେଶରେ ସମାନ ନାଗରିକ…