ଜାତୀୟ ପ୍ରେସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସମୃଦ୍ଧ ଗଣତନ୍ତ୍ର ଓ ସମାଜ ପାଇଁ ନିର୍ଭୀକ, ସ୍ୱାଧୀନ ପ୍ରେସ ଦୃଢ଼ ଭିତ୍ତି ସଦୃଶ ହୋଇଥାଏ । ବିନା ପକ୍ଷପାତରେ ସତ୍ୟ ଓ ସୂଚନାର ପ୍ରସାର ପାଇଁ!-->…
