Odia News Portal

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା ମାଗିଛନ୍ତି ମମତା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତ୍ରୁଣମୂଳ କଂଗ୍ରେସ ନେତା ଅଖିଲ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋର

ପ୍ରେମିକାକୁ ହତ୍ୟା କରି ୩୫ ଖଣ୍ଡ କଲା ପ୍ରେମିକ, ୧୮ ଦିନ ଧରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା

ପ୍ରଥମେ ପ୍ରେମ, ପରେ ଲିଭ୍ ଇନ୍ ସମ୍ପର୍କ ଓ ଏହା ପରେ ବୀଭତ୍ସ ହତ୍ୟା । ଜଣେ ଯୁବକ ନିଜ ପ୍ରେମିକାକୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିବା ଭଳି ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ନିଜ ୨୬ ବର୍ଷୀୟା ଲିଭ-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି

ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସହର

ଦୁନିଆରେ ଭରି ରହିଛି ଅନେକ ରହସ୍ୟ। ଯାହାକୁ ଜାଣିନାହାନ୍ତି କିଛି ଲୋକ। ତେବେ ଏମିତି କିଛି ସହର ମଧ୍ୟ ରହିଛି ଯେଉଁଠି ଆପଣ ଗଲେ ଆପଣଙ୍କ ମୃତ୍ତ୍ୟୁ ସୁନିଶ୍ଚିତ। ସେଥିପାଇଁ ଏହାକୁ ଭୟଂକର ସହର ବୋଲି କୁହାଯାଇଥାଏ। ଏହି ସହରଗୁଡିକର ଲୋକମାନେ ଯେକୌଣସି ସମୟରେ ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲି ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ବାଲି ଗସ୍ତରେ ରହିବେ। ଏହି ସମ୍ମିଳନୀରେ ବିଶ୍ୱର ବଡ଼ ନେତାମାନେ ଅଂଶଗ୍ରହଣ କରୁଛନ୍ତି | ଏଥିରେ ଭାଗ ନେବାକୁ ଆମେରିକାର

ପଦ୍ମପୁର ଉପନିର୍ବାଚନ : ବର୍ଷା ବରିହା ବିଜେଡି ପ୍ରାର୍ଥୀ

ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ । ବର୍ଷାଙ୍କ ନାଁ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ।ଉପନିର୍ବାଚନରେ ବିଜୟ ବରିହାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜୟ

ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ , ବିକାଶ କାର୍ଯ୍ୟର କଲେ ସମୀକ୍ଷା

ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ଭୋର ସାଢେ ୫ଟାରେ ମନ୍ଦିର ପରିଦର୍ଶନ କରି ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାପରେ ହିଲଟପରେ ଥିବା

ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍‌ ନେହେରୁଙ୍କ ଜନ୍ମତିଥୀ

ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ । ସୂଚନା ଥାଉକି, ଆମ ଦେଶର ପ୍ରଥମ

ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ରାତି ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ପଡିଲାଣି । ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ । ଗତକାଲି

ହାରିଗଲା ପାକିସ୍ତାନ

ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ ଚାମ୍ପିଅନ୍ । ପାକିସ୍ତାନକୁ ୫ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ । ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିୟନ । ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଲା ପାକିସ୍ତାନ । ମେଲବର୍ଣ୍ଣରେ ପାକିସ୍ତାନ ୧୩୭/୮, ଇଂଲଣ୍ଡ

ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ଲମ୍ବା ଟ୍ରେନ

ସୁଦୂର ଆଫ୍ରିକା ମହାଦେଶରେ ଚାଲୁଛି ବିଶ୍ୱର ସବୁଠୁ ଲମ୍ବା ଟ୍ରେନ। ଯାହାକି ପ୍ରାୟ ୨ କିଲୋମିଟର ରାସ୍ତା ପାଖାପାଖି ଲମ୍ବା। ଦୁନିଆରେ ଅନେକ ଦେଶର ଟ୍ରେନ ନିଜ ଯାତ୍ରା ପାଇଁ ବେଶ ଜଣାଶୁଣା ଥାଏ। କିଛି ରେ ଯାତ୍ରୀ ମାନେ ଅତି ସୁନ୍ଦର ଯାତ୍ରା କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ତ