Odia News Portal

ତାମିଲନାଡୁରେ ବର୍ଷା ତାଣ୍ଡବ

ଭୀଷଣ ବର୍ଷା ଏବେ ତାମିଲନାଡୁ ଲାଗି ଚିନ୍ତାର ବିଷୟ ପାଲଟିଛି। ଲଗାତାର ବର୍ଷା ଯୋଗୁ ଅନେକ ଜିଲ୍ଲାରେ ଏବେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ସଡକ ଏବେ ନଦୀରେ ରୂପାନ୍ତରିତ ହୋଇଛି। ରାସ୍ତାରେ ପାଣି ଭରି ରହିବା ଯୋଗୁ ଘରୁ ସ୍କୁଲ, କଲେଜ ଓ ଅଫିସ

ଗୁଜରାଟର ୧୮ଟି ଗାଁ ଲୋକଙ୍କ ଭୋଟ ବର୍ଜନ ଧମକ

ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ନବସାରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୮ଟି ଗାଁର ଲୋକେ ଭୋଟ୍ ବର୍ଜନ

ନୋଏଡାରେ ଏଣିକି ପୋଷା କୁକୁର,ବିଲେଇଙ୍କ ପଞ୍ଜିକରଣ ବାଧ୍ୟତାମୂଳକ

ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ନୋଏଡା ଅଞ୍ଚଳରେ କୁକୁର ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷା କୁକୁର ଏବଂ ବୁଲା କୁକୁରଙ୍କ ଆକ୍ରମଣ ନେଇ ଅଭିଯୋଗ ବଢ଼ିଛି । ଇତି ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ପ୍ରଶାସନ କୁକୁର-ବିଲେଇ ରଖିଥିବା ଲୋକ

ଚଳଚିତ୍ର ନିର୍ମାତା ରାକେଶ କୁମାରଙ୍କ ପରଲୋକ

ଅଭିନେତା ତଥା ଫିଲ୍ମ ନିର୍ମାତା ରାକେଶ କୁମାରଙ୍କ ପରଲୋକ ହୋଇଛି। କର୍କଟ ରୋଗ ବିରୋଧରେ ଦୀର୍ଘ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ରାକେଶ କୁମାର। ତାଙ୍କ ପରଲୋକ ନେଇ ପରିବାର ଲୋକେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବଲିଉଡ ଫିଲ୍ମ ‘ଖୁନ ପସିନା’, ‘ଦୋ ଔର ଦୋ ପାଞ୍ଚ’, ‘ମିଷ୍ଟର

ଇଡିରେ ଅର୍ଚ୍ଚନା ନାଗଙ୍କ ବାପା

ଇଡି ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ବାପା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଯାଇଛି । ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଖୋଳତାଡ କରିଛି ଇଡି । ୫ ବର୍ଷରେ କିଭଳି ଏତେ ଟଙ୍କାରେ ମାଲିକ ହେଲେ ଖୋଳତାଡ କରିପାରେ । ଅର୍ଚ୍ଚନାଙ୍କ ସମ୍ପର୍କରେ

୧୪ରୁ ଆରମ୍ଭ ହେବ ବିଇଡି ନାମଲେଖା

ସ୍ଥଗିତ ଥିବା ବିଇଡି ନାମଲେଖା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନସିଟିଇ ମାନ୍ୟତା ପ୍ରଦାନ କରି ନ ଥିବାରୁ ପ୍ରଥମ ପର୍ଯ୍ୟାୟର ୯୫୦ସିଟରେ ନାମଲେଖା ହେବ। ଏନସିଟିଇର ଶୁଣାଣି ପରେ ସିଟ ବୃଦ୍ଧି ପାଇଲେ ଦ୍ୱିତୀୟ ପର୍ଯ୍ୟାୟ

ରାଜଧାନୀରୁ ଆଉ ଜଣେ ଲେଡି ବ୍ଲାକମେଲର ଗିରଫ

ରାଜଧାନୀରେ ଚର୍ଚ୍ଚାରେ ଆଉ ଜଣେ ଲେଡି ବ୍ଲାକମେଲର । ବ୍ଲାକମେଲ କରୁଥିବା ଅଭିଯୋଗରେ କର୍ଣ୍ଣାଟକର ପ୍ରୀତି ଦେଶାଇ ନାମ୍ନୀ ଜଣେ ଯୁବତୀକୁ ଗିରଫ କରାଯାଇଛି । ଗିରଫ ଲେଡି ବ୍ଲାକମେଲର ଜଣକ ଭୁବନେଶ୍ବରରେ ରହୁଥିଲା । ଚନ୍ଦ୍ରଶେଖରପୁର୍ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ

କଟକରେ ନାବାଳିକାଙ୍କୁ ବସ୍‌ ଭିତରେ ଅସଦାଚରଣ ଅଭିଯୋଗରେ ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର

କଟକରେ ନାବାଳିକାଙ୍କୁ ବସ୍‌ ଭିତରେ ଅସଦାଚରଣ ଅଭିଯୋଗରେ ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର । ଗତକାଲି ରାତିରେ ତାକୁ ଅଟକ ରଖିଛି ପୋଲିସ୍ । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଆଜି ତାଙ୍କୁ ଗିରଫ କରିପାରେ ପୋଲିସ୍ । ଘଟଣା ପରଠୁ ଅଭିଯୁକ୍ତ କଣ୍ଡକ୍ଟର ଫେରାର୍‌ ଥିଲା । ତାକୁ ଧରିବା ପାଇଁ

ଏୟାର ଶୋ’ରେ ଅଘଟଣ: ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ଆମେରିକାର ଟେକ୍ସାସରେ ଏୟାର ଶୋ’ ବେଳେ ମଝି ଆକାଶରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆକାଶରେ ମୁହାଁମୁହିଁ ହୋଇଥିବା ଏହି ଦୁଇଟି ବିମାନ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବିମାନ ଯାହା ଟେକ୍ସାସର ଡାଲାସ୍ ସହରରେ ହୋଇଥିବା ଏୟାର

ନାଗସାପର ଦାନ୍ତକାଟି ବନ୍ଧା ହେଲେ ସାପଧରାଳି

ବଲାଙ୍ଗୀର ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ଘଟଣା। ଅଭିଯୁକ୍ତ ବୀର ବିଶ୍ଵାଳ ଗିରଫ । ଏକ ନାଗ ସାପକୁ ଧରିବା ପରେ ନେଲକଟର ଯୋଗେ ଗାଁ ମଝିରେ ସାପର ଦାନ୍ତ ଉପାଡି ଦେଇଥିଲା ଅଭିଯୁକ୍ତ। ଏହି ଭାଇରାଲ୍ ଭିଡିଓର ଖବର ପ୍ରସାରଣ ପରେ ବଲାଙ୍ଗୀର