ହାଇକୋର୍ଟ ଗଲା ଅର୍ଚ୍ଚନା ମାମଲା
ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ମାମଲା ହାଇକୋର୍ଟ ଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା କରାଯାଇଛି । କେନ୍ଦ, ରାଜ୍ୟ ସରକାର , ଇଡି , ଡିସିପି ଆଦିଙ୍କୁ ପକ୍ଷଭୁକ୍ତ । ଭୁବନେଶ୍ୱର ଦୁଇ!-->…
