ନାଗସାପର ଦାନ୍ତକାଟି ବନ୍ଧା ହେଲେ ସାପଧରାଳି
ବଲାଙ୍ଗୀର ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ଘଟଣା। ଅଭିଯୁକ୍ତ ବୀର ବିଶ୍ଵାଳ ଗିରଫ । ଏକ ନାଗ ସାପକୁ ଧରିବା ପରେ ନେଲକଟର ଯୋଗେ ଗାଁ ମଝିରେ ସାପର ଦାନ୍ତ ଉପାଡି ଦେଇଥିଲା ଅଭିଯୁକ୍ତ।
ଏହି ଭାଇରାଲ୍ ଭିଡିଓର ଖବର ପ୍ରସାରଣ ପରେ ବଲାଙ୍ଗୀର!-->!-->!-->…
