Odia News Portal

ଧାମନଗରରେ ବିଜେପି ପ୍ରାର୍ଥୀ ହେବେ ସୂରଜ ସୂର୍ଯ୍ୟବଂଶୀ

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି । ବିଷ୍ଣୁଙ୍କ ବିୟୋଗର ମାତ୍ର 21 ଦିନ ଭିତରେ କମିଶନଙ୍କ ତାରିଖ ଘୋଷଣା ରାଜନୈତିକ ଦଳଗୁଡିକ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ବିଜେପି ତାର

ଦଶହରା ଦିନ ଏହି ପକ୍ଷୀର ଦର୍ଶନ ହୋଇଥାଏ ବହୁତ ଶୁଭ

ଦଶହରା ସହ ଜଡିତ ବହୁତ କିିଛି ମାନ୍ୟତା ରହିଛି । ଏହା ମଧ୍ୟରେ ଗୋଟିଏ ହେଉଛି ନୀଳକଣ୍ଠ ପକ୍ଷୀର ଦର୍ଶନ କରିବା । ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ । ପ୍ରତି ବର୍ଷ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ଉତ୍ସବ ପାଳନ କରାଯାଏ । ଚଳିତ ବର୍ଷ ଦଶହରା ଉତ୍ସବ ୫ ଅକ୍ଟୋବରରେ

ଆସୁଛି ଆହୁରି ୨ ଘୂର୍ଣ୍ଣିବଳୟ

ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଛି। ଏହାର ପ୍ରଭାବରେ ଭୋର ସମୟରୁ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି

ଆଜି ପବିତ୍ର ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ, ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ତିଥି

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ।ଏହା ଆୟୁଧପୂଜା ବାଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ, ଦେବୀ ଦୁର୍ଗା ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ, ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନେ ଆଜି ମାଆ ଦୁର୍ଗାଙ୍କୁ ଭକ୍ତି ଅର୍ପଣ କରିବେ। ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି । ଆଜି ହେଉଛି ପୂଜାର ଅନ୍ତିମ ଦିନ । ୯ବମୀ ତିଥିରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜା

ଲଘୁଚାପ ପ୍ରଭାବରେ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା, ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗିରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା । ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଷା ଲାଗି ରହିଛି । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହା

୬ ଟି ରାଜ୍ୟରେ ୭ ବିଧାନସଭା ଆସନରେ ହେବ ଉପ-ନିର୍ବାଚନ

୬ ଟି ରାଜ୍ୟରେ ୭ ବିଧାନସଭା ଆସନରେ ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଏହି ନିର୍ବାଚନ ନଭେମ୍ୱର ୩ ହେବାକୁ ଥିବା ବେଳେ ନଭେମ୍ୱର ୬ ରେ ମତଗଣାନା ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର, ହରିଆଣା, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶାରେ ଗୋଟିଏ

ଦୁର୍ଗାପୂଜା ମଣ୍ଡପରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିବାଦ ବଢ଼ିବାରୁ ଏହି ଦୁର୍ଗାପୂଜାର ଆୟୋଜକ ‘ହିନ୍ଦୁ ମହାସଭା’ କହିଛି ଯ ଏହା କେବଳ ଏକ ସଂଯୋଗ। ତେବେ ଏହି ସଂଗଠନ କହିଛି, ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ

ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା: ମନମୋହୁଛି ସୁଦୃଶ୍ୟ ତୋରଣ

ମାଆଙ୍କ ଆଗମନରେ ଚଳଚଞ୍ଚଳ ପୁରପଲ୍ଲୀ। ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱିନରେ ପ୍ରକମ୍ପିତ ହେଉଛି ପରିବେଶ। ବ୍ରାହ୍ଣଣଙ୍କ ମନ୍ତ୍ରଉଚ୍ଚାରଣରେ କମ୍ପୁଛି ମଣ୍ଡପ। ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମାଆ। ମନମୋହୁଛି ସୁଦୃଶ୍ୟ ତୋରଣ।

ଶାରଦୀୟ ପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା। ଚାଲିଛି ଶକ୍ତିସ୍ୱରୂପା, ଶକ୍ତିରୂପିଣୀ ମା’ଙ୍କ ଆରାଧନା । ପାପର ଭାର କମାଇବାକୁ ମା’ଙ୍କୁ ଗୁହାରି । ମା’ଙ୍କ ପୂଜା ପାଇଁ ପୁରପଲ୍ଲୀ ଚଳଚଞ୍ଚଳ । ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତ ମା’ଙ୍କ ସାନ୍ନିଧ୍ୟ ଲାଭ କରିଛି । ଏହି ଅବସରରେ