Odia News Portal

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ । ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବାପରେ ଏନେଇ ରାଜ୍ୟ ସରକାର ନିର୍ବାଚନ କମିଶନରଙ୍କୁୂ ଅବଗତ କରାଇଥିଲେ । ଯାହା ଫଳ ସ୍ୱରୁପ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ନଭେମ୍ବର ୩ରେ ଧାମନଗର

ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ମିଳିଛି ବିପୁଳ ଜନସମର୍ଥନ

ବିଗତ କିଛିଦିନ ହେଲା ଚର୍ଚ୍ଚାରେ ଥିବା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରାର ପ୍ରଥମ ଦିନରେ ହିଁ ଗୋପାଳପୁର ନିର୍ବାଚନଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକରେ ମିଳିଛି ଅଭୂତ୍ତପୂର୍ବ ଜନ ସମର୍ଥନ। ଯାହାକି

ପଦ୍ମପୁର ବିଧାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକ

ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ, ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଅହିଂସା ରଥକୁ ସ୍ବାଗତ, ସମ୍ମାନିତ ହେଲେ ସ୍ବାଧୀନତା ସଂଗ୍ରାମୀ ଅଶ୍ବତ୍ଥ ବୃକ୍ଷ ଶାନ୍ତି, ସ୍ବାଧୀନତା ଓ ଅହିଂସାର ପ୍ରତୀକ – ମୁଖ୍ୟମନ୍ତ୍ରୀ ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ

ଏଥର ଗୁଜୁରାଟରେ ହେବ ଆପ ସରକାର : କେଜ୍ରିଓ୍ବାଲ

ଆମ୍ ଆଦମୀ ପାର୍ଟି ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିରୋଧିଙ୍କୁ ପରାସ୍ତ କରିବାକୁ ଖୁବ୍ ଜୋରରେ ଉଦ୍ୟମ ଜାରି ରଖିଛି । ଆଉ ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭ୍ରମଣ କରୁଛନ୍ତି । ରବିବାର

ସ୍ତ୍ରୀକୁ ଜୀବନ୍ତ ଜାଳିଦେଲା ସ୍ୱାମୀ

ସ୍ତ୍ରୀକୁ ଜୀବନ୍ତ ଜାଳିଦେଲା ସ୍ୱାମୀ। ହସପିଟାଲରେ ଜୀବନ ସହ ସଂଗ୍ରାମ କରି ଚାଲିଗଲା ଜୀବନ। ମହାରାଷ୍ଟ୍ରର ଥାଣେ ଜିଲ୍ଲା ଡୋମବିଭିଲି ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣ ହେଉଛନ୍ତି ୩୫ ବର୍ଷୀୟ ପ୍ରୀତି ପାଟିଲ । ତାଙ୍କର ଦୁଇ ଜଣ ଝିଅ ସମୀରା(୧୪) ଓ ସମୀକ୍ଷା(୧୧)

କଟକରେ ଦୁର୍ଗାପୂଜା ଭଷାଣୀ ପାଇଁ କଟକଣା ଜାରି

ଦୁଇ ବର୍ଷ ପରେ ଏଥର ବିନା କରୋନା କଟକଣା ହେଉଛି ଦଶହରା । ଲୋକଙ୍କ ଗହଳି ଲାଗି ରହିଛି । ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ଝଲସୁଛି ଗାଁ ଠୁ ସହର । ତେଣୁ ଦଶାହରା ଭଷଣା ଉପଲ କ୍ଷେ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ କଟକଣା ଜାରି କରାଯାଇଛି । ଏହି କଟକଣା ୬ ତାରିଖ ସକାଳ ୭ ଘଟିକା

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡର ହଜାରିବାଗର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ

ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ଯରେ ଆଗାମୀ ୫ଦିନ ପର୍ଯ୍ଯନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଓ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି।। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ୩

ମଣ୍ଡପରେ ବିରାଜିବେ ମା’; ସଜେଇ ହେଲାଣି ପୂଜା ମଣ୍ଡପ

ମା’ଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ଜଗତଜନନୀ ଦେବୀ ଦୁର୍ଗାଙ୍କର ମହାସପ୍ତମୀ ପୂଜା । ଏଥିଲାଗି ସଜେଇ ହୋଇଛି ପୂଜା ମଣ୍ଡପ । ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ । ଗତକାଲି ସଂଧ୍ୟାରେ ବେଲବରଣ ପରେ ଆଜି ହେବ ମା’ଙ୍କର ଚକ୍ଷୁଦାନ ଏବଂ ନବପତ୍ରିକା ପ୍ରବେଶ । ମହାସପ୍ତମୀ ପୂଜା ଲାଗି