Odia News Portal

ଅଡୁଆରେ ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା

ଅଡୁଆରେ ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଅଭିଯୋଗ କରିଛନ୍ତି, ବର୍ଷେ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ । ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ୍ କରୁଛନ୍ତି । ପ୍ରତିବାଦ କଲେ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ବଢ଼ିବ: ଆଜି ବିଜ୍ଞାପନ ଜାରି କରିବେ ରାଜ୍ୟ ସରକାର

୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ତେବେ

ଜଷ୍ଟିସ ଯଶୱନ୍ତ ସି‍ଂହ ହେବେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି, ମାଡ୍ରାସ ହାଇକୋର୍ଟକୁ ବଦଳି ହେଲେ ଜଷ୍ଟିସ ଏସ.…

ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜଷ୍ଟିସ ଯଶୱନ୍ତ ସିଂହ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଗତ ୨୮ ତାରିଖରେ

ଫସେଇ ଦେଇଛନ୍ତି, ହାଇକୋର୍ଟ ଯିବୁ : ମୋକିମ୍‌

୩ ବର୍ଷ ଜେଲ୍‌କୁ ନେଇ ମୁହଁ ଖୋଲିଲେ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମ୍‌ଡି ମହମ୍ମଦ ମୋକିମ । ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସମ୍ମୁଖିନ ହେବାକୁ ପଡ଼େ । ଆଇଏସ୍ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ଫସାଯାଇଛି । ଯେଉଁ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି, ସେହି

ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍ । ଦିନେ କି ଦୁଇ ଦିନ ନୁହେଁ ଏକ ଥରକେ ୩ ବର୍ଷ ଜେଲ୍ । କଟକ ବାରବାଟି ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍ । ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଖାଲି

ଭାରତକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବୁମ୍ରା ବଞ୍ଚିତ

ଅଷ୍ଟ୍ରେଲିଆରେ ଆସନ୍ତା ମାସରୁ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ପିଠିରେ ଆଘାତ ଯୋଗୁଁ ଷ୍ଟାର୍ ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ବିଶ୍ୱକପରୁ ବଞ୍ଚିତ ହୋଇଛନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି । ବୁମ୍ରାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା

ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୨ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ବୃଦ୍ଧି ପାଇବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ବର୍ଷାକୁ ଦୃଷ୍ଟିରେ ରଖି ଏବେଠାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ

ଅପରାଧ ଝାଡଖଣ୍ଡରେ ଲଜ୍ଜା: ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ଝାଡଖଣ୍ଡରେ ଲୋମଟାଙ୍କୁରା ଘଟଣା । ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ। ଶାଶୁ ସହ ଝଗଡା କରି ବାପ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । ୨ଜଣ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି ଝାଡଖଣ୍ଡର ପାଲାମୁସ୍ଥିତ ଅଞ୍ଚଳରେ । ଗିରଫ ୨ ଅଭିଯୁକ୍ତ ବକୋରିଆ ଗାଁର ଭୋଲା

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ଆଦେଶ । ବିବାହିତ ମହିଳା ହୁଅନ୍ତୁ କିମ୍ବା ଅବିବାହିତ ମହିଳା । ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ସମସ୍ତ ମହିଳା ସୁରକ୍ଷିତ ଏବଂ ଆଇନଗତ ଗର୍ଭପାତ ପାଇଁ ହକଦାର ଅଟନ୍ତି । ଅଦାଲତ କହିଛନ୍ତି ଯେ, ଭାରତର ଅବିବାହିତ ମହିଳା

ଆଜି ଓଡ଼ିିଶା ଆସିବେ ଜେପି ନଡ୍ଡା

ଦୁଇ ଦିନିଆ ଓଡ଼ିିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗୁରୁବାର ସେ ପୂର୍ବାହ୍ନ ୧୦ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉ୍‌ଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ତାପରେ ଏକ ବାଇକ୍ ରାଲି କରି ତାଙ୍କୁ ଜନତା ମୈଦାନକୁ ପାଛୋଟି ନିଆଯିବ । ସେଠାରେ