ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ: ଆଜି ଉତ୍ତରାଖଣ୍ଡ ବନ୍ଦ, ଦୋଷୀଙ୍କୁ ଫାଶୀ ଦେବାକୁ ଦାବି
ଅଙ୍କିତା ଭଣ୍ଡାରୀ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦାବିରେ ରବିବାର ଉତ୍ତରାଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଉତ୍ତରାଖଣ୍ଡ କ୍ରାନ୍ତି ଦଳ (ୟୁକେଡି) ପକ୍ଷରୁ ଦିଅଯାଇଥିବା ବନ୍ଦ ଡ଼ାକରାକୁ କଂଗ୍ରେସ ସହ ପ୍ରାୟ ୪୦ଟି ସଂଗଠନ ସମର୍ଥନ କରିଛନ୍ତି। ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ଶୁଣାଣି ଫାଷ୍ଟ!-->…
