ଏଣିକି ଜେଲ୍ରେ ରୋମାନ୍ସ କରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ
ଜେଲ୍ରେ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିପାରିବେ କଏଦୀ । ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କଏଦୀମାନଙ୍କୁ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବାକୁ ଅନୁମତି ଦେଇଛନ୍ତି । ଏଣିକି କଏଦୀମାନେ ଜେଲର ଚାରିକାନ୍ଥ ଭିତରେ ଥାଇବି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ ।!-->…
