Odia News Portal

ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ ବୈଠକ

ଆସନ୍ତା ୨୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟା ୩୦ ମିନିଟରେ କ୍ୟାବିନେଟ୍‍ ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ମିଳିନାହିଁ। କ୍ୟାବିନେଟ ବୈଠକରେ ୧୦ଟି

ସାନଖେମୁଣ୍ଡି: ନଦୀରେ ଭାସିଗଲେ ଦୁଇ ଯୁବକ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତ ବାଙ୍ଗରଡା ଗାଁରେ ଅଘଟଣ। ଗାଁ ପାଖ ଘୋଡ଼ାହାଡ଼ ନଦୀର ପ୍ରଖର ସୁଅରେ ମଙ୍ଗଳବାର ପୂର୍ବାହ୍ନରେ ଦୁଇ ଯୁବକ ଭାସିଯାଇଛନ୍ତି। ବଳିଆ ଡାକୁଆ ନାମକ ଯୁବକ ନିଖୋଜ ହୋଇଯାଇଥିବା ବେଳେ ଜଗନ୍ନାଥ ସେଠି ନାମକ ଯୁବକଙ୍କୁ ଉଦ୍ଧାର କରାଯାଇ

ଆସନ୍ତା ୨୨ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା

ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସାଢ଼େ ତିନି ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ଏତେ ସଂଖ୍ୟକ ପିଲା ନାମ ଲେଖାଇ

ରାଜଧାନୀରେ ଅଭାବନୀୟ ଘଟଣା: ସାନଭାଇକୁ କାଠଫାଳିଆରେ ପିଟି ପିଟି ହତ୍ୟା କଲା ବଡ଼ଭାଇ

ରାଜଧାନୀରେ ଅଭାବନୀୟ ଘଟଣା । ସାନଭାଇକୁ ପିଟିପିଟି ହତ୍ୟା କରିଛି ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼

ନୋଏଡାରେ କାନ୍ଥ ଭୁଶୁଡ଼ି ୪ ମୃତ

ଉତ୍ତର ପ୍ରଦେଶର ନୋଏଡାରେ ଏକ ସୋସାଇଟି କାନ୍ଥ ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ନୋଏଡା ସେକ୍ଟର ୨୧ର ଜଳବାୟୁ ବିହାର ସୋସାଇଟିର ଘଟିଛି | ସୂଚନା ଅନୁଯାୟୀ ସୋସାଇଟି ବାଉଣ୍ଡରୀ କାନ୍ଥକୁ ଲାଗିଥିବା ଡ୍ରେନର ମରାମତି କାର୍ଯ୍ୟ ଚାଲିଥିଲା। ଏହି ସମୟରେ କାନ୍ଥ ଭୁଶୁଡି ପଡିଥିଲା

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଥମିବାର ନାମ ନେଉନାହିଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ୨୪୦୮ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି। ଏଥିସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ ପାର କରିଛି। ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ  ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ

ଆହୁରି ୨ ଦିନ ଭିଜିବ ଓଡ଼ିଶା

ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଆଜି ଏହା ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହେବ । ଅଧିକ ଘନୀଭୂତ ହେବ ଲଘୁଚାପ । ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏହାର ପ୍ରଭାବ ଲାଗି ରହିଛି । ବିଭିନ୍ନ ସ୍ଥାନରେ ହୋଇଛି ବର୍ଷା ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫

ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମନ୍ଦିର, ପ୍ରତିଦିନ ସନ୍ଧ୍ୟାରେ ହେଉଛି ଆଳତୀ

ସମଗ୍ର ଦେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲକ୍ଷାଧିକ ସମର୍ଥକ ଅଛନ୍ତି। ତାଙ୍କର ସମର୍ଥକମାନେ ବହୁବାର ଯୋଗୀଙ୍କ ପ୍ରତିଆନୁଗତ୍ୟ ପ୍ରକାଶ କରିଛନ୍ତି। କିନ୍ତୁ ଏଭଳି ଏଭଳି ଜଣେ ପ୍ରଶଂସକଙ୍କ ଅଛନ୍ତି ଯିଏ ଯୋଗୀଙ୍କ ମନ୍ଦିର ନିର୍ମାଣ କରି ତାଙ୍କୁ ପୂଜା କରୁଛନ୍ତି ।ଏହି

ଶେଷଯାତ୍ରାରେ ମହାରାଣୀ ଏଲିଜାବେଥ୍

ବ୍ରିଟେନ ମହାରାଣୀ ଏଲିଜାବେଥ୍ ତ୍ୱିତୀୟଙ୍କୁ ଅନ୍ତିମ ବିଦାୟ । ଶେଷକୃତ୍ୱ କାର୍ଯ୍ୟକ୍ରମରେ ସାମିଲ ହେଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବିଶ୍ୱର ପ୍ରମୁଖ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ଶେଷଯାତ୍ରାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସହ ୨୦୦୦ ବିଶ୍ୱନେତା ସାମିଲ । ରାଜକୀୟା ପରମ୍ପରା