Odia News Portal

କଟକଣା ସତ୍ତ୍ୱେ ଦିଲ୍ଲୀରେ ଫୁଟିଲା ବାଣ, ବିଷାକ୍ତ ହେଲା ବାୟୁ

କଟକଣା ସତ୍ତ୍ୱେ ଜାତୀୟ ରାଜଧାନୀର ବହୁ ଅଞ୍ଚଳରେ ଦୀପାବଳି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବାଣ ଫୁଟାଇଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଦିଲ୍ଲୀବାସୀ ଉଚ୍ଚ ଶବ୍ଦ ବିଶିଷ୍ଟ ବାଣ ମଧ୍ୟ ଫୁଟାଇଥିଲେ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା

ବାଂଲାଦେଶରେ ‘ସିତ୍ରାଙ୍ଗ’ ରଚୁଛି ଧ୍ୱଂସର ତାଣ୍ଡବ

ବାଂଲାଦେଶରେ ବାତ୍ୟା ‘ସିତ୍ରାଙ୍ଗ’ ଧ୍ୱଂସର ତାଣ୍ଡବ ରଚୁଛି । ଏଯାଏଁ ‘ସିତ୍ରାଙ୍ଗ’ ଯୋଗୁଁ ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରଶାସନିକ ଅଧିକାରୀମାନେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ବରଗୁନା, ନରେଲ, ସିରାଜଗଞ୍ଜ ଜିଲ୍ଲା ଏବଂ ଭୋଲା

ଅର୍ଚ୍ଚନା ମାମଲାରେ ପଶିବ ଇଡି

ବ୍ଲାକମେଲ କ୍ୱିନ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରିବ ଇଡି । ଡିସିପିଙ୍କୁ ଏଫଆଇଆର କପି ମାଗିଲା ପ୍ରବର୍ତ୍ତିିନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଇଡି । ଖୁବଶୀଘ୍ର କମିଶନରେଟ ପୋଲିସ ପାଖରୁ ତଥ୍ୟ ନେବ ଇଡି । ସ୍ୱାମୀ ଓ ସ୍ତ୍ରୀଙ୍କ

ଦୀପାବଳିରେ ପିପିଲିରେ ଫୁଟିଲା ଗୁଳି

ଦୀପାବଳିରେ ଦିନ ଦ୍ୱିପ୍ରହରରେ ବୋମା ମାଡ । ଫୁଟିଲା ଗୁଳି । ଏନଏସି ଅଂଚଳ ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ । ସମ୍ପୃକ୍ତ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଘଟଣାସ୍ଥଳରେ ପିପିଲି ପୁଲିସର ଛାନଭିନ ।

ପାର୍ବଣ ସମୟରେ ଯାତ୍ରୀଙ୍କୁ ମାଗଣାରେ ଖାଦ୍ୟ ଦେବ ରେଳବାଇ

ଭାରତୀୟ ରେଳବାଇ ପାର୍ବଣ ସିଜିନରେ ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି। ଯାତ୍ରୀମାନେ ଏବେ ମାଗଣାରେ ଭୋଜନ କରିବେ। ଭାରତୀୟ ରେଳବାଇ ତରଫରୁ ଏହି ପାର୍ବଣ ସିଜିନରେ ଅନେକ ସ୍ପେଶାଲ ଟ୍ରେନ୍ ବନ୍ଦୋବସ୍ତ କରାଯାଇଛି। ଦୀପାବଳି ଏବଂ ଛଠ୍ ପୂଜା ଭଳି ପର୍ବ ପାଇଁ ଭାରତୀୟ ରେଳବାଇ ଯାତ୍ରୀଙ୍କ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଲୋଗୋ ଓ ଡାସବୋର୍ଡ ଉନ୍ମୋଚନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଲୋଗା ଓ ଡାସବୋର୍ଡ ମଧ୍ୟ ଉନ୍ମୋଚନ କରାଯାଇଛି। ଶୁକ୍ରବାର ଦିନ ଭର୍ଚୁଆଲ

ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ

ପଟ୍ଟନାୟକ କହିଛନ୍ତି, ଏହି ବାଲୁକାକଳାରେ ସେ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ଜରିଆରେ ସେ ସମାଜରୁ ସମସ୍ତ ନକରାତ୍ମକ ତତ୍ତ୍ବକୁ ନଷ୍ଟ କରିଦେବାକୁ ମା' କାଳୀଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି। ପୁରୀ ସମୁଦ୍ର କୂଳରେ ମାଆ କାଳୀଙ୍କ ବାଲୁକାକଳା କରିଛନ୍ତି ସୁଦର୍ଶନ। ଏହି

କେବଳ ଦୀପାବଳିରେ ଖୋଲେ ଏହି ମନ୍ଦିର

ଭାରତରେ ଏପରି କିଛି ସ୍ଥାନ ରହିଛି ଯାହା ତାର ମହତ୍ତ୍ୱ ଏବଂ ବିଶେଷତ୍ୱ ପାଇଁ ସମସ୍ତ ସ୍ଥାନ ଠାରୁ ସ୍ୱତନ୍ତ୍ର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଭରତରେ ଥିବା ଏପରି ଏକ ସ୍ଥାନ ବିଷୟରେ , ଯେଉଁଠାରେ ଜଣେ ଭକ୍ତ ତାର ମନସ୍କାମନା ପୂର୍ଣ୍ଣ ପାଇଁ ଭଗବାନଙ୍କ ନିକଟକୁ ଚିଠି ଲେଖେ । କିନ୍ତୁ

ଦୀପାବଳିରେ କାହିଁକି ହୁଏ କାଳୀପୂଜା ? ଜାଣନ୍ତୁ ଏହାର ରହସ୍ୟ

ଆଲୋକର ପର୍ବ ଦୀପାବଳିକୁ ଆମ ଦେଶରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ଖାଲି ଦୀପାବଳି ନୁହେଁ ଏହି ଦିନରେ ବି ମା’ କାଳୀଙ୍କର ହୁଏ ପୁଜାର୍ଚ୍ଚନା। ସାରା ଦେଶରେ ବହୁ ଆଡମ୍ବର ରେ ପାଳନ କରାଯାଏ କାଳୀପୂଜା । ତେବେ ପ୍ରଥମେ ଜାଣିବା ସାରା ଦେଶରେ କାହିଁକି ଏପରି ପୂଜା କରାଯାଏ? ଏଠାରେ କହି ରଖୁଛୁ

ମେଲବର୍ଣ୍ଣରେ ମହାବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚରେ । ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୧୬୦ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ୩୧ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ଥିଲା । ପାକିସ୍ତାନର ସର୍ବଶ୍ରେଷ୍ଠ ପେସ୍ ଆଟାକ୍ ଭାରତୀୟ ବ୍ୟାଟରଙ୍କୁ ନୟାନ୍ତ କରୁଥିଲେ । ଆଉ ଭାରତ କୌଣସି