ପଞ୍ଚଭୂତରେ ଲୀନ ହେଲେ ରାଜୁ ଶ୍ରୀବାସ୍ତବ
ପଞ୍ଚଭୂତରେ ଲୀନ ହୋଇଛନ୍ତି କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଗୁରୁବାର ଦିଲ୍ଲୀର ନିଗମବୋଧ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଭାଇ ଓ ପୁଅ ରାଜୁ ଶ୍ରୀବାସ୍ତବଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ସହ ହାସ୍ୟାଭିନେତା ସୁନୀଲ ପାଲ, ଏହସାନ!-->…
