ସାଇବର ଠକେଇ ରାକେଟ୍ର ମାଷ୍ଟରମାଇଣ୍ଡ୍ ଗିରଫ
ଭଦ୍ରକ ଜିଲ୍ଲାର ୫ଟି ଥାନା ଅଧିନରେ ସାଇବର ଠକେଇ ରାକେଟ୍ ଚଳାଉଥିବା ମାଷ୍ଟରମାଇଣ୍ଡ୍ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ। ଚିଙ୍ଗୁଡ଼ି ଚାଷୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସ୍ମୃତିରଞ୍ଜନ ଓ ତାଙ୍କର ସହଯୋଗୀ।
ସୂଚନାନୁଯାୟୀ,!-->!-->!-->…
