Odia News Portal

ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ: ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆର୍ତ୍ତକବିରାଜ ରୋଡ୍ରେ ନିଶାସକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ଗୁଳିମାଡ଼ ମାରିଥିଲା। ଏହାଫଳରେ କମଲ ଦାସ ଗୁରୁତର ହୋଇ ଗୁରୁତର ଆହତ ହୋଇଥିଲେ।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଅସନ୍ତୋଷ :ପିଏଚଡ଼ି ପାଇଁ URET ଦାବି

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଦେଖାଦେଇଛି ଛାତ୍ର ଅଶାନ୍ତି l ଚଳିତ ବର୍ଷ ହେବ ନାହିଁ ପ୍ରତିବର୍ଷ ପିଏଚଡି ପାଇଁ ହେଉଥିବା URET ପରୀକ୍ଷା l ଏହାକୁ ନେଇ ଶହ ଶହ ଛାତ୍ରଛାତ୍ରୀଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି l ପିଏଚଡ଼ି ପାଇଁ ବାହାରିଥିବା ବିଜ୍ଞପ୍ତିକୁ ସଂଶୋଧନ ପୂର୍ବକ,…

ତୁଳସୀ ପତ୍ର ଯଦି ଶୁଖିଯାଏ ତେବେ ଘରକୁ ଆସିପାରେ ସଙ୍କଟ

ହିନ୍ଦୁ ଧର୍ମରେ ତୁଳସୀ ଗଛ ଖୁବ୍ ପବିତ୍ର ମନେକରାଯାଏ। ମାନ୍ୟତା ରହିଛି ଯେ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଦ୍ବାରା ସକାରତ୍ମକ ଶକ୍ତି ମିଳିଥାଏ। ପ୍ରତିଦିନ ତୁଳସୀ ଗଛରେ ପାଣି ଦେଲେ ଇଶ୍ବରଙ୍କ କୃପା ରହିଥାଏ। କିନ୍ତୁ ଯଦି ତୁଳସୀ ଗଛ ସୁଖିବାକୁ ଲାଗୁଥାଏ ତେବେ ଘର ଉପରେ ଏହାର ଖରାପ ପ୍ରଭାବ…

ଧନତେରସରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ, ୩୫୦୦ ଟଙ୍କା ଶସ୍ତା ହେଲା ସୁନା

ଆଜି ଧନତେରସ। ଏହି ଦିନରେ ସୁନା ଗହଣା କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଆଜି ଗହଣା ମାର୍କେଟ୍ରେ ଭିଡ଼ ଲାଗି ରହିଛି। ଯଦି ଆପଣ ବି ସୁନା କିଣି ବାହାରିଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଲାଭାକାରୀ ହେବ। କାରଣ ଧନତେରସରେ କିଣାବିକା ଚାଲିଥିବା ବେଳେ ସୁନା ଓ ରୂପାର…

ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ବିଜୟା

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଆଜି ମୃତ୍ୟ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବିଜୟା ଆଖି ବୁଝିଛି । ବାର୍ଦ୍ଧକ୍ୟ ଯୋଗୁଁ ବିଜୟା ଅସୁସ୍ଥ ହୋଇ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲା। ଆଜି ଅବସ୍ଥା ବିଗିଡ଼ି ଯିବାରୁ ଭୁବନେଶ୍ୱର ଓୟୁଏଟିରୁ ୨ଜଣ ବିଶେଷଜ୍ଞ ଆସି ବାଘୁଣୀର…

ସେନା ହେଲିକପ୍ଟର ଦୁର୍ଘଟଣା: ନିଖୋଜ ପଞ୍ଚମ ଯବାନଙ୍କ ମୃତଦେହ ମିଳିଲା

ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ନିଖୋଜ ଥିବା ଜଣେ ସେନା କର୍ମଚାରୀଙ୍କ ମୃତଦେହ ଶନିବାର ମିଳିଛି । ଏହି ଘଟଣାରେ ସମସ୍ତ ପାଞ୍ଚ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସେନା ମୁଖପାତ୍ର କହିଛନ୍ତି ଯେ ଶୁକ୍ରବାର ସକାଳେ ଦୁଇ ପାଇଲଟଙ୍କ ସମେତ ପାଞ୍ଚ…

ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ଅବଧି ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି

ଠକ୍ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କୋର୍ଟ ଜ୍ୟାକଲିନଙ୍କ ଅନ୍ତରୀଣ ସୁରକ୍ଷାକୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗତ ଶୁଣାଣିରେ କୋର୍ଟ…

ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

ଆସନ୍ତା ୨୫ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଏହି ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏ ନେଇ ଆସନ୍ତ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ, କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ…

ରାଜଧାନୀରେ ମାତ୍ର ୨ ଘଣ୍ଟା ବାଣ ଫୁଟିବ:କମିସନରେଟ ପୋଲିସ

ଦୀପାବଳିରେ ରାଜଧାନୀରେ ୨ ଘଣ୍ଟା ବାଣ ଫୁଟାଇବା ଲାଗି କମିସନରେଟ୍‍ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥର ରାଜଧାନୀର ବିଭିନ୍ନ ଅଞ୍ଚଳର ୩୦ଟି ସ୍ଥାନରେ ବାଣ ବିକ୍ରି ପାଇଁ ସବୁଜ ସଙ୍କେତ ଦେଇଛି କମିସନରେଟ ପୋଲିସ। କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ…