Odia News Portal

ଭୁବନେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇଛି କୁଆଖାଇ ନଦୀ ପଠା

ମଙ୍ଗଲବାର ସନ୍ଧ୍ୟାରେ ବିଧାୟକଙ୍କ ଦ୍ୱାରା ପଞ୍ଜୀକରଣ ଷ୍ଟଲ ଉଦ୍‌ଘାଟିନ ହେବାପରେ ବୁଧବାର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ବାଲିଯାତ୍ରା ପଡିଆରେ ପ୍ରାୟ ୧୫ ଏକର ସ୍ଥାନରେ ଚଳିତ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିରେ ୫୦୦ରୁ ଅଧିକ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ସହିତ ରାମଦୋଳି, ଚକ୍ରି ,…

ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ

ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି କୁହାଯାଇଛି ।ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ…

ପାହାଡ଼ି ପୋଷାକ ରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପହଞ୍ଚି ପ୍ରାର୍ଥନା କରିଥିଲେ ଏବଂ ଭଗବାନ ଭୋଲେ ନାଥଙ୍କର ରୁଦ୍ରାଭିଷେକ ମଧ୍ୟ କରିଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିନ୍ଧିଥିବା ପାରମ୍ପରିକ…

ଗୁଗଲ ଉପରେ ଲାଗିଲା ଜରିମାନା

ସିସିଆଇ (ଭାରତୀୟ ପ୍ରତିଯୋଗିତା ଆୟୋଗ) ଭାରତରେ ଆଣ୍ଡ୍ରୋଏଡ୍ ଇକୋସିଷ୍ଟମରେ ଏହାର ପ୍ରାଧାନ୍ୟ ସ୍ଥିତିର ଅପବ୍ୟବହାର କରିଥିବାରୁ ଗୁଗୁଲ୍ ଉପରେ 1337 କୋଟି ଟଙ୍କା ଜରିମାନା ଲାଗୁ କରିଛନ୍ତି। ଏଥିନେଇ ସଂସ୍ଥା ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।ଅନ୍ୟ ଆପ୍ଲିକେଶନ ପରିଚାଳନା ପାଇଁ…

ଆଜି ସନ୍ଧ୍ୟା ୫.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା…

ବରଗଡ଼ ଜିଲ୍ଲାର ପଦ୍ମ ପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍‌ ବ୍ଲକ୍‌, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସଂପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା…

ଓଡ଼ିଶା ପୋଲିସ ମୁଖ୍ୟାଳୟରେ ସହିଦ ସ୍ମୃତି ଦିବସ ପାଳିତ

କଟକ ପୋଲିସ ମୁଖ୍ୟାଳୟରେ ସହିଦ ସ୍ମୃତି ଦିବସ ପାଳିତ ହୋଇଛି । କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇ ଥିବା ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଚଳିତ ବର୍ଷ ଓଡିଶା ପୋଲିସର ସହିଦ ୩ ଜଣ ପୋଲିସ କର୍ମୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ଡିଜିପି ସୁନୀଲ ବଂଶଲଙ୍କ ସମେତ…

୧ଠ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟ: ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଥମ ଦଫାରେ ୭୫ ହଜାର ନୂତନ ନିଯୁକ୍ତି– ନୂତନ ନିଯୁକ୍ତି ପାଉଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର ହେବ ନିଯୁକ୍ତିପତ୍ର– ଚୟନ ପ୍ରକ୍ରିୟା ସରଳ ହୋଇଥିବା ବେଳେ, ପ୍ରଯୁକ୍ତି ଉପଯୋଗ ଯୋଗୁ ନିଯୁକ୍ତି ପଦ୍ଧତି ଦ୍ରୁତତର ହେବ ଜନକଲ୍ୟାଣ ଓ ଯୁବପିଢ଼ିକୁ ନିଯୁକ୍ତି ସୁଯୋଗ ଦେବାର ସରକାରଙ୍କ…

କୁମ୍ଭକାରମାନେ ଦୀପ ପ୍ରସ୍ତୁତି କରିବାରେ ଜୋର୍ ସୋର୍ ରେ ଲାଗି ପଡ଼ିଛନ୍ତି

ଆଲୋକର ପର୍ବ ଦୀପାବଳି ଉତ୍ସବକୁ ଚଳିତ ବର୍ଷ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ୨ବର୍ଷ ଧରି କରୋନା କଟକଣା ପାଇଁ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ରୋକ୍ ଲଗାଯାଇଥିଲା। ଚଳିତ ବର୍ଷ କରୋନା କଟକଣା ନ ଥିବା ଯୋଗୁଁ ଆନନ୍ଦ…

ହାତୀପଲ ଗାଁ ଭିତରକୁ ଆସିଲେ ବନ ବିଭାଗକୁ ଫୋନ୍‌ ରେ ଜଣାନ୍ତୁ

ହାତୀପଲ ଗାଁ ଭିତରକୁ ପଶି ଆସିଲେ ବା ଫସଲ ନଷ୍ଟ କଲେ ବନ ବିଭାଗକୁ ଫୋନ୍‌ କରି ଜଣାଇବାକୁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୫୯୨୦୯୯। ଏହି ନମ୍ବରରେ ଲୋକମାନେ ବନ ବିଭାଗକୁ ଫୋନ୍ କରି ହାତୀ ବିଷୟରେ ସୂଚନା ଦେବାକୁ କୁହାଯାଇଛି। କିଛି ଦିନ…

ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ଆଜି ଘଟିଛି ଦୁର୍ଘଟଣା।

ସିଆଙ୍ଗ ଜିଲ୍ଲାର ସିଙ୍ଗିଙ୍ଗ ଗ୍ରାମ ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ଟ୍ୟୁଟିଂ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ​ଏନେଇ ଗୌହାଟିର ପ୍ରତିରକ୍ଷା ପିଆରଓ (PRO) ସୂଚନା ଦେଇଛି ଯେ ଉଦ୍ଧାରକାରୀ ଦଳ ପଠାଯାଇଛି ଏବଂ ଦୁର୍ଘଟଣା…