Odia News Portal

ସୃଷ୍ଟି ହେଲା ଲଘୁଚାପ

ରାଜ୍ୟରୁ ଏବେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଫେରିଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଶରୁ ବିଦାୟ ନେବାର ସମ୍ଭାବନା ରହିଛି । । ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ସେହିପରି ୨୫ ତାରିଖରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ…

କଲାମ ଘାଟିରେ ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ଭଦ୍ରକ ଜିଲ୍ଲା ଅନ୍ତ୍ରଗତ ଧାମରା ନିକଟସ୍ଥ କଲାମ ଦ୍ୱୀପର ୪ନଂ ଲଂଚ ପ୍ୟାଡରୁ ଆଜି ଦିନ ୯.୩୦ମିନିଟରେ ଅଗ୍ନି – ପ୍ରାଇମ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ ଅଗ୍ନି ପ୍ରାଇମ ମଧ୍ୟବର୍ତ୍ତୀକାଳୀନ ବାଲାଷ୍ଟିକ ମିସାଇଳର ଶ୍ରେଣୀର ହୋଇଥିବା ବେଳେ…

ପାକିସ୍ତାନକୁ ଏଫ୍ଏଟିଏଫ୍ ‘ଗ୍ରେ ଲିଷ୍ଟ’ରୁ ହଟାଇବା ନେଇ ବିଶ୍ବକୁ ସତର୍କ କଲା ଭାରତ

ଆତଙ୍କବାଦୀ ପାଣ୍ଠି ଏବଂ ଅର୍ଥ ହେରଫେର ନିୟନ୍ତ୍ରଣ ଉପରେ ନଜର ରଖୁଥିବା ଗ୍ଲୋବାଲ ୱାଚଡଗ୍ ଏଫ୍ଏଟିଏଫ୍ ପାକିସ୍ତାନକୁ “ଗ୍ରେ ଲିଷ୍ଟ” ହଟାଇ ଦେଇଛି। ଏ ସମ୍ପର୍କରେ ଭାରତ ଏକ ବିବୃତ୍ତି ଜାରି କରି ଆତଙ୍କବାଦ ବିରୋଧରେ ପାକିସ୍ତାନର‌ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିବାକୁ ବିଶ୍ବକୁ ଚେତାଇଛି ।…

ଜୟା ବଚ୍ଚନଙ୍କୁ ଟାର୍ଗେଟ୍ କଲେ ଉର୍ଫି

ଜୟା ବଚ୍ଚନ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା । ତାଙ୍କ ମନରେ ଯାହା ଆସେ, ସେ କହି ଦିଅନ୍ତି। ଏହି ଅଭ୍ୟାସ ହେତୁ ଅନେକ ଥର ମଧ୍ୟ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ନିକଟରେ ଜୟା ବଚ୍ଚନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜୟା…

୨୩ ରାତିରୁ ବର୍ଷା ଆରମ୍ଭ

ଓଡିଶାକୁ ନାହିଁ ବାତ୍ୟା ଭୟ । କିନ୍ତୁ ଉପକୂଳ ଓଡିଶାକୁ ଛୁଇଁ ବାତ୍ୟା ପଶ୍ଚିମବଙ୍ଗ ମୁହାଁ ହେବ । ବାତ୍ୟାର ପ୍ରଭାବରେ ୨୩ ତାରିଖ ରାତିରୁ ହିଁ ବର୍ଷାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିବ । ୨୪ରୁ ୨୫ ଅଧିକରୁ ଅଧିକ ବର୍ଷା ହେବ । ୨୫ ତାରିଖରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର…

ପୋଲିସ ହାତରେ ଜଗବନ୍ଧୁ ଡାଏରୀ

ପୋଲିସ ହାତରେ ଲାଗିଲା ଜଗବନ୍ଧୁ ଚାନ୍ଦଙ୍କ ଡାଏରୀ । ଡାଏରୀ ମିଳିଥିବା ନେଇ ଡିସିପି ପ୍ରତୀକ ସିଂହଙ୍କ ସୂଚନା । ଗିରଫ ଜଗବନ୍ଧୁଙ୍କ ଘରୁ ଗୁରୁତ୍ୱପୁର୍ଣ୍ଣ ଜିନିଷ ମିଳିଛି । ୪ଟି ମୋବାଇଲ ଗୋଟିଏ ଲାପଟପ ଓ ଗୋଟିଏ ଡାଏରୀ ମିଳିଛି । ଆଉ କିଛି ଗୁରୁତ୍ୱପୁର୍ଣ୍ଣ ଡକ୍ୟୁମେଣ୍ଟ ମିଳିଥିବା ବି…

ସ୍ପାଇସଜେଟ୍ ଏୟାରଲାଇନ୍ ଉପରୁ ହଟିଲା କଟକଣା

ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ଜେଟ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି କେନ୍ଦ୍ର ସରକାର । ତ୍ରୁଟିପୂର୍ଣ୍ଣ ପରିଚାଳନା ତଥା ବାରମ୍ବାର ବିମାନରେ ସମସ୍ୟା ଦେଖାଦେବା କାରଣରୁ କମ୍ପାନୀ ଉପରେ ବିଭିନ୍ନ କଟକଣା ଲଗାଯାଇଥିଲା । ଏପରିକି ଗାଇଡଲାଇନ୍ ପାଳନ କରୁନଥିବାରୁ ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ…

ଓସିଏ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ୨୮ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର କର୍ମକର୍ତ୍ତା ନେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏଥି…

ଜଣେ ମହିଳା ଘରେ ଲୁଚାଇ ରଖିଥିଲେ ୧ ଲକ୍ଷ ଅସରପା

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଏଠାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା, ଯିଏ ଘରେ ପ୍ରାୟ ୧ ଲକ୍ଷ ଅସରପା ରଖିଥିଲେ। ଏହା ବ୍ୟତୀତ ମହିଳାଙ୍କ ଘରୁ ପ୍ରାୟ ୩୦୦ ପ୍ରାଣୀ ଉଦ୍ଧାର କରାଯାଇଥିଲା। ଏଥିମଧ୍ୟରେ ବିଭିନ୍ନ ପ୍ରଜାତିର ପକ୍ଷୀ, କଇଁଛ, ସାପ ଏବଂ…

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବ ବାତ୍ୟା ‘ସିତ୍ରାଙ୍ଗ’ଓଡିଶାକୁ ଆଶ୍ବସ୍ତି

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଓଡିଶାକୁ ଆଶ୍ବସ୍ତି ଆଣିଦେଇଛି । ଆସନ୍ତା 22 ତାରିଖରେ ବାତ୍ୟା ଅବପାତରେ ପରିଣତ ହେବ ଏବଂ 24 ତାରିଖ ବେଳକୁ ଏହା ଦିଗ ପରିବର୍ତ୍ତନ କରିବା ସହ…