ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ: ରାଜଧାନୀରେ ରାତି ୮ଟାରୁ ୧୦ଟା ବାଣ ଫୁଟାଇବା ପାଇଁ ଅନୁମତି
ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ । ରାଜଧାନୀରେ ୨ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆ ଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜୋରିମାନା ଆଦାୟ କରାଯିବ।
ରାଜଧାନୀରେ ବାଣ ଦୋକାନ!-->!-->!-->…
