Odia News Portal

ମିଳିତ ଜାତିସଂଘରେ ଭାରତ ପ୍ରସ୍ତାବକୁ ଚୀନର ଅସହମତି

ମିଳିତ ଜାତିସଂଘରେ ପୁଣି ଥରେ ଚୀନ ଆତଙ୍କବାଦୀଙ୍କୁ ସମର୍ଥନ କରିଛି । ପାକିସ୍ଥାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ ପ୍ରସ୍ତାବ ଆଣିଥିଲା । ଯାହାକୁ ଚାଇନା ସମର୍ଥନ କରିନାହିଁ । ଗତ କିଛିମାସ ମଧ୍ୟରେ…

କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡ଼ଗେ

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଥିରୁବନନ୍ତପୁରମରୁ ଲୋକସଭା ସାଂସଦ ଶଶି ଥରୁରଙ୍କଠାରୁ ବିଜୟୀ ହୋଇଛନ୍ତି। କଂଗ୍ରେସ ସଭାପତି ପଦବୀ ପାଇଁ ବାସ୍ତବରେ, କଂଗ୍ରେସ ଦଳର ୧୩୭ ବର୍ଷର…

କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ ପକ୍ଷରୁ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ…

ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବେଙ୍ଗାଳୁରୁଠାରେ ସ୍ଥାପିତ କଳିଙ୍ଗ ବେଙ୍ଗାଳୁରୁ ଫାଉଣ୍ଡେସନ ପକ୍ଷରୁ ‘ଶ୍ରମବନ୍ଧୁ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସେବା ନିମନ୍ତେ ଡକ୍ଟର ପ୍ରହରାଜଙ୍କୁ…

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ…

ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ସେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ…

ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ।

କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ। ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲଟ ନିଲାମ କରାଯିବ। ଗତକାଲି ଶେଷ ହୋଇଛି ପ୍ଲଟ ପାଇଁ ପଞ୍ଜିକରଣ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ନେଇ ପାରିବେ । ମୋଟ ୧୪ ଶହ ପ୍ଲଟ ଆବଣ୍ଟନ କରାଯିବ। ନଭେମ୍ବର ୮ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି

। ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ଗୁପ୍ତ ନୀତି ପାଇଁ ୫ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବାୟତ ଗର୍ଭଗୃହକୁ ପ୍ରବେଶ କରି ହିଙ୍ଗୁଳ,ହରିତାଳ, ଶଙ୍ଖ,କେଶର,କର୍ପୁର,କଇଁଥ…

ହାଇକୋର୍ଟରେ ଜ୍ଞାନବାପୀ ମସ୍‌ଜିଦ ମାମଲା: ସତ୍ୟପାଠ ପାଇଁ ଏଏସ୍‌ଆଇକୁ ୧୦ ଦିନ ମହଲତ

ବାରାଣସୀ: ବାରାଣସୀସ୍ଥିତ ଜ୍ଞାନବାପୀ ମସ୍‌ଜିଦ ମାମଲାରେ ପାଳଟା ସତ୍ୟପାଠ ଦାଖଲ କରିବାକୁ ଆହ୍ଳାବାଦ ହାଇକୋର୍ଟ ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)କୁ ୧୦ ଦିନ ମହଲତ ଦେଇଛନ୍ତି । ମସ୍‌ଜିଦ ପରିସରରେ ଥିବା ହିନ୍ଦୁ ଦେବାଦେବୀଙ୍କ ବର୍ଷତମାମ ପୂଜାର୍ଚ୍ଚନା ଅନୁମତି ଦାବିକରି…

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୬୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବା ବେଳେ…

୨୪ ଘଣ୍ଟା ମଧ୍ୟରେ ୭୩ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୮ ଜଣ…

ଦ କାଶ୍ମୀର ଫାଇଲ୍ସ’ର ଦ୍ୱିତୀୟ ଭାଗ

ଚଳିତ ବର୍ଷ ଆସିଥିବା ‘ଦ କାଶ୍ମୀର ଫାଇଲ୍ସ’ ଅନେକ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖି ଲୋକେ ସିନେମା ହଲ୍‌ରେ ହିଁ କାନ୍ଦି ପକାଇଥିଲେ। ଲୋକମାନେ ଏହି ଫିଲ୍ମକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ବହୁତ କମ୍‌ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ…