Odia News Portal

ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଜରିମାନା

ୟୁନିଟ୍‌-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ । ଚେତାବନୀ ଦେବା ସହ ତାଗିଦ କଲେ ବିଏମସି କମିଶନର । ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ…

ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ପ୍ରାୟ ୮:୩୦ରେ ମୁଲାୟମଙ୍କ ଦେହାନ୍ତ ହୋଇଥିବା ତାଙ୍କ ପୁଅ ତଥା ସମାଜବାଦୀ…

ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନି‌ଷ୍ପେସିତ ଲୋକଙ୍କ ଉତଥାନ ଦିଗରେ ଅବଦାନ ପାଇଁ ସୋସିଆଲିଷ୍ଟ ନେତା ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକ…

ଧାମନଗର ଉପନିର୍ବାଚନ : ୨.୩୮ ଲକ୍ଷ ଭୋଟର୍‌ଙ୍କ ପାଇଁ ୨୫୨ ବୁଥ୍‌

ଧାମନଗର ଉପନିର୍ବାଚନରେ ୨,୩୮,୩୬୦ ଭୋଟର୍ ୨୫୨ ବୁଥ୍‌ରେ ସେମାନଙ୍କ ମତଦାନ କରିବେ । ସେଥିପାଇଁ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହେବ । ଉପନିର୍ବାଚନ ପାଇଁ ପର୍ଯ୍ୟାପ୍ତ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ମହଜୁଦ୍ ରହିଛି । ବର୍ତ୍ତମାନ ସୁଦ୍ଧା ୫୦୪ଟି ବାଲାଟ୍ ୟୁନିଟ୍‌,…

ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜେପି ଧାମନଗର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା…

ଦୁନିଆର ସବୁଠାରୁ ଲମ୍ବା ଗଛ , ୨୫ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତମ

ପୃଥିବୀର ଫୁସଫୁସ କୁହାଯାଉଥିବା ଆମାଜନର ଘନ ଜଙ୍ଗଲରେ ଥିବା ସବୁଠାରୁ ଉଚ୍ଚ ଗଛ ଯାହା ଚିହ୍ନଟ ହୋଇଛି । ଯଦିଓ ଦୁନିଆର ଏହି ଉଚ୍ଚ ଗଛ ଖୋଜିବା ସହଜ ନଥିଲା । ଏଥିପାଇଁ ତିନି ବର୍ଷର ପ୍ରସ୍ତୁତି ଏବଂ ଅନେକ ଅଭିଯାନ କରାଯାଇଥିଲା । ବୈଜ୍ଞାନିକଙ୍କ ଅନୁସନ୍ଧାନ ସମୟରେ, ଦଳ ଏହି ବିଶାଳ ଏବଂ ବିଶାଳ…

ଗୋଟିଏ ଫଳରେ ରହିଛି ହଜାର ରୋଗ ଉପଶମକାରୀ ଗୁଣ

ଏକ ସୁସ୍ଥ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ କଥା ଆସେ, ସେତେବେଳେ ନିଶ୍ଚିତ ରୂପେ ୱଲନଟ୍ସ ଉପକାରିତା ମନେପଡେ । କାରଣ ଏହି ଗୋଟିଏ ଫଳରେ ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ୍,…

ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ବେଳେ ଚଢ଼ାଉ: ପୋଲିସ ଭୟରେ ବ୍ରିଜରୁ ଡେଇଁ ଜଣେ ମୃତ

ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କେଣ୍ଟନର ସହିତ ଗୋଟିଏ ପିକଅପ , ଗୋଟିଏ ସ୍କର୍ପିଓ ଏବଂ ୨୦୦ ରୁ ଉର୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ। ୯ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିବା ବେଳେ ଜଣେ ହେଲପର ଙ୍କର…

ଜାତୀୟ କ୍ରୀଡା ମହିଳା ଫୁଟବଲ ଫାଇନାଲରେ ଓଡ଼ିଶା

ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ମହିଳା ଫୁଟବଲର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା, ତାମିଲନାଡୁକୁ ପେନାଲଟି ସୁଟଆଉଟରେ ୩-୦ରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳରେ ଦୁଇ ଦଳର ସ୍କୋର ୨-୨ରେ ସୀମିତ ରହିଲା ପରେ ପେନାଲଟି…

ଏଣିକି ରାଜଧାନୀ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ ରହିବ କଟକଣା

ଏଣିକି ରାଜଧାନୀ ଭୁବନେଶ୍ୱରରେ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ କଟକଣା ରହିବ । ରାସ୍ତାକଡରେ କିମ୍ବା ଡ୍ରେନ ଉପରେ ଆଉ ଖାଇବା ବିକ୍ରୀ ହେବ ନାହିଁ । ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ରାସ୍ତାକଡ ଫୂଡପାଦ୍ ଏବଂ ଡ୍ରେନ ଉପରେ ଖୋଲୁଥିବା…