ଆଜିଠୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ, ପ୍ରଥମ ଦିନରେ କଳିଙ୍ଗରେ ପଦାର୍ପଣ ବିଶ୍ୱକପର ମ୍ୟାଚ ଖେଳିବ ଭାରତ
କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଗ୍ ଟିକେଟ ଟୁର୍ଣ୍ଣାମେଣ୍ଟ । ଆଜିଠାରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ । ଭାରତରେ ପ୍ରଥମ ଥର ପାଇଁ ଖେଳାଯାଉଛି ଏହି ଫିଫା ଯୁବା ବିଶ୍ୱକପ । ଭୁବନେଶ୍ୱର ସମେତ ଗୋଆ ଓ ନବୀ ମୁମ୍ବାଇରେ ମ୍ୟାଚ ସବୁ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ!-->…
