Odia News Portal

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ମୁଲାୟମଙ୍କ ଶେଷକୃତ୍ୟ

ସମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସୈଫଇ ଗାଁରେ ଶେଷ ହୋଇଛି। ମୁଲାୟମଙ୍କୁ ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ। ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସମର୍ଥକଙ୍କ ଭିଡ ଜମିଥିଲା। କେବଳ ସମର୍ଥକ ନୁହେଁ…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମସ୍ୟା: ଗ୍ରାମାଞ୍ଚଳ ପାଇଁ ଲାଗୁହେବ ସ୍ୱତନ୍ତ୍ର ବ୍ୟବସ୍ଥା

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି…

ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି

ବର୍ଷା-ଅନୁଭବ ପାରିବାରିକ ଅଦାଲତ ମାମଲା। ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଦେବାକୁ…

ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

ଧାମନଗର ଉପନିର୍ବାଚନ କୁ ନେଇ ବିଜେପି ପରେ ଏବେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ ହେବ। ଏହାପରେ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ଏଥିପାଇଁ ଦଳ…

ବାପାଙ୍କ ଆକଟ ସହି ନପାରି ନିଜକୁ ଜାଳିଲେ ସପ୍ତମ ଶ୍ରେଣୀ ଛାତ୍ର

ନିଜକୁ ଜାଳିଲେ ସପ୍ତମ ଶ୍ରେଣୀ ଛାତ୍ର! । କିରୋସିନ୍ ଢ଼ାଳି ହୋଇ ନାବାଳକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଘଟଣାଟି ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକେ ତାକୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲା । ଅବସ୍ଥା…

ବିସିସିଆଇ ସଭାପତି ପଦରୁ ଗାଙ୍ଗୁଲିଙ୍କ ହେବ ଛୁଟି

୧୯୮୩ ବିଶ୍ବକପ୍ ବିଜେତା ଦଳର ହିରୋ ରୋଜର ବିନ୍ନି ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବା ନିଶ୍ଚିତ ହୋଇଛି । ଗାଙ୍ଗୁଲି ଗତ ତିନିବର୍ଷ ଧରି ବିସିସିଆଇ ସଭାପତି ରହିଆସିଛନ୍ତି । ଅକ୍ଟୋବର ୧୮ରେ ହେବାକୁ ଥିବା ବୋର୍ଡର ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) ବିନ୍ନିଙ୍କ ପାଇଁ…

ଓଡିଶା ରାଜ୍ୟ ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ ହେଲେ ମନ୍ଦାକିନୀ କର

ରାଜ୍ୟ ସରକାର ମଙ୍ଗଳବାର ଦିନ ମନ୍ଦାକିନୀ କରଙ୍କୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛନ୍ତି । ସନ୍ଧ୍ୟାବତୀ ପ୍ରଧାନଙ୍କ ସ୍ଥାନ ନେଲେ ମନ୍ଦାକିନୀ କର । ରବିବାର ଦିନ ଓଡ଼ିଶା ସରକାର ବିଜୁ ଜନତା ଦଳ (ବିଜେଡି)ର ନେତାଙ୍କୁ…

ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା, ସିବିଆଇ ତଦନ୍ତ ଦାବି କଲା ବିଜେପି

ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କସହ ବଡ ବଡ ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଥିବା ଚର୍ଚ୍ଚା ହେଉଛି । ତେଣୁ ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ମାମଲାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ…

ଖୋଲିଲା ଅର୍ଚ୍ଚନାଙ୍କ ବ୍ଲାକ୍ ସିକ୍ରେଟ୍: ଯୁବତୀଙ୍କୁ ପାନୀୟରେ ନିଶା ଦେଲେ, ନଗ୍ନ ଭିଡିଓ ଶୁଟ୍ କଲେ

ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ବ୍ଲାକମେଲର ଅର୍ଚ୍ଚନାଙ୍କ କୁହୁକ ପେଡ଼ିରୁ ନୂଆ ନୂଆ ତଥ୍ୟ ବାହାରିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଚାକିରି କରାଇଦେବା ବାହାନାରେ ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରିଥିଲେ । ସେ ପ୍ରଥମେ…

ବୌଦ୍ଧରେ ବେଆଇନ ବନ୍ଧୁକ କାରଖାନା ଠାବ, ବନ୍ଧୁକ ଜବତ ଜଣେ ଗିରଫ

ବୌଦ୍ଧ ଜିଲ୍ଲାରେ ଦେଶୀ ବନ୍ଧୁକ କାରଖାନା ଠାବ । କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା ମନମୁଣ୍ଡା ପୋଲିସ୍ । ଏକ ଘରୁ ବନ୍ଧୁକ କାରିଗରକୁ ଗିରଫ କରିବ ସହ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକ ତିଆରି…