ଶୋଇବା ପୂର୍ବରୁ କରି ନିଅନ୍ତୁ ଏହି ୪ କାମ, ଆସିବ ଶାନ୍ତିର ନିଦ
ଯଦି ନିଦ ଠିକ ନ ହୁଏ ତେବେ ସାରା ଦିନ ଆପଣଙ୍କୁ ଭଲ ଲାଗି ନଥାଏ । ଯଦି ଆପଣଙ୍କ ସହ ବାରମ୍ବାର ଏପରି ହେଉଥାଏ, ତେବେ ଆପଣ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ । ଫଳରେ ଆପଣଙ୍କ ଶରୀର ଭଲ ରହିବା ସହ ଦିନସାରା ଆପଣ ଶାନ୍ତି ଅନୁଭବ କରିବେ ।ଶୋଇବା ପୂର୍ବରୁ କରନ୍ତୁ ଏହି ଜରୁରୀ କାମ୧.!-->…
