ଟ୍ରାଫିକ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଜିଠୁ ୩ ଦିନ ସ୍ୱତନ୍ତ୍ର ଅଭିଯାନ
ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ ସ୍ୱରୂପ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ, ଯାହାକି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ। ହେଲମେଟ୍ ଓ ସିଟ୍!-->…
