ଆଜିଠାରୁ ବିଜେଡିର ପଦଯାତ୍ରା
ଆଜି ଗାନ୍ଧି ଜୟନ୍ତୀରେ ପଦଯାତ୍ରା ଆରମ୍ଭ କରୁଛି ବିଜେଡି । ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ଅଭିଯାନ । ରୂପାନ୍ତରିତ ଓଡ଼ିଶା ଓ ସେବା ସଂକଳ୍ପର ବାର୍ତ୍ତା ପହଞ୍ଚାଇବେ ଦଳୀୟ ନେତା ଓ କର୍ମୀ ।
ବିଜେଡି ସୁପ୍ରିମୋ!-->!-->!-->…
