ଆଜି ବେଙ୍ଗାଲୁରୁରେ ମେଗା ଇନଭେଷ୍ଟର୍ସ ମିଟ୍ , ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବେ…
ଆଜି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥିପାଇଁ ବେଙ୍ଗାଲୁରୁରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସେ ଅଜିମ ପ୍ରେମଜୀଙ୍କ ସମେତ ଆଉ କିଛି ଶିଳ୍ପପତିଙ୍କ ସ଼ହ ବୈଠକ କରିଥିଲେ ।
ଆଜିର ଓଡିଶା ଇନ୍ଭେଷ୍ଟର୍ସ ମିଟରେ ବିଭିନ୍ନ ସେକ୍ଟରରୁ ପ୍ରାୟ ୫୦୦ରୁ ଅଧିକ!-->!-->!-->…
