ଅକ୍ଟୋବରରୁ ହେବ ଏହି ସବୁ ପରିବର୍ତ୍ତନ
ଅକ୍ଟୋବର ମାସ କିଛି ଦିନରୁ ଆରମ୍ଭ ହେବ । ଏହି ମାସ ଆରମ୍ଭ ହେବା ମାତ୍ରେ କିଛି ବଡ ପରିବର୍ତ୍ତନ ଦେଖାଯିବ ଯାହା ଆପଣଙ୍କ ମାସର ଖର୍ଚ୍ଚ ସହିତ ଜଡିତ । ଏହି ସମୟରେ, ଡେମାଟ୍ ଆକାଉଣ୍ଟ୍, ଏଲପିଜି ର ମୂଲ୍ୟ ଏବଂ କ୍ରେଡିଟ୍ କାର୍ଡ ସହିତ ଜଡିତ ଅନେକ ପ୍ରମୁଖ ପରିବର୍ତ୍ତନ ପ୍ରକାଶ ପାଇବ!-->…
