Odia News Portal

ଭୂକମ୍ପ ଝଟକାରେ ଥରିଲା ପାପୁଆ ନ୍ୟୁ ଗିନି

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପଶ୍ଚିମ ପାପୁଆ ନ୍ୟୁ ଗିନି । ଆଜି (ରବିବାର )ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ଆକଳନ ହୋଇଛି। କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର…

ବିପୁଳ ପରିମାଣର କଫସିରପ୍ ଜବତ: ୨ ଗିରଫ

ବରଗଡ଼ ପୁଲିସ ବିପୁଳ ପରିମାଣର କଫସିରପ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନା ମତେ ବରଗଡ଼ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ତୋରା ଲାଇନରୁ ବରଗଡ଼ ଟାଉନକୁ ଆସୁଥିବା ଏକ ଅଟୋ ରିକ୍ସାକୁ ତନଖି କରିଥିଲା । ଅଟୋରୁ ଚାଲାଣ ୮ ଶହ ବୋତଲ…

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ରାଜା

ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆଜି ବିଧିବଦ୍ଧ ଭାବେ ବ୍ରିଚେନର ରାଜା ଭାବେ ଦାୟିତ୍ବ ନେଇଛନ୍ତି ତାର୍ଲସ ତୃତୀୟ । ରାଣୀ ଏଲିଜାବେଥଙ୍କ ପୁଅ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରିବା ପରେ ପରେ ଦେଶବାସୀଙ୍କୁ ଅତି ଭାବୋଦ୍ଦିପକ ଉଦବୋଧନ ଦେଇଛନ୍ତି । ରାଣୀଙ୍କ ନିଧନ ଖବର…

ହିଜାବ କାହିଁକି ବାଧ୍ୟତାମୂଳକ ହେବ, ନମାଜ କାହିଁକି ନୁହେଁ: ସୁପ୍ରିମକୋର୍ଟ

ହିଜାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟ । ହିଜାବ କାହିଁକି ମୁସଲିମ ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ଓ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ନମାଜ, ହଜ, ରୋଜା, ଜକାଟ ଓ ଓମାନ ପରି ପାଞ୍ଚଟି ଇସଲାମ ନୀତିକୁ…

ମହାପ୍ରଭୁଙ୍କ ମହାପ୍ରସାଦରେ କାହିଁକି ପଡେ ନାହିଁ ଆଳୁ ଆସନ୍ତୁ ଜାଣିବା

ଜଗତର ନାଥ ଜଗନ୍ନାଥ । ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା…

ଦୁଇ ବସ୍ ମଧ୍ୟରେ ଧକ୍କା, ଜଳିଗଲେ ୨୦ ଯାତ୍ରୀ

ଦକ୍ଷିଣ ପଶ୍ଚିମ ନାଇଜେରିଆରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ଏକ ଗାଡି ସହିତ ଧକ୍କା ହେବା ପରେ ଏକ ବସରେ ନିଆଁ ଲାଗି ଅତିକମରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ସୂଚନା ଦେଇ ପୋଲିସ ଓ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ଶନିବାର ଓୟୋ ରାଜ୍ୟର ଇବାରାପା ଅଞ୍ଚଳର…

୧୭ରେ ଆଉ ଏକ ଲଘୁଚାପ

୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ନେଇ ମୃତ୍ୟୁଞ୍ଜୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ…

ଆଜିଠାରୁ ବଢିବ ବର୍ଷା ପରିମାଣ : ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ଏଥିପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, କୋରାପୁଟ, ରାୟଗଡା ଏବଂ କଟକ ଜିଲାକୁ ଅରେଞ୍ଜ…

ତରଳୁଛି ଗ୍ଲେସିୟର, ଦେଶ ପାଇଁ ସୃଷ୍ଟି କରିବ ବିପଦ

ଯଦି ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଜଳ ସଙ୍କଟ ଏହାର ପ୍ରମୁଖ କାରଣ ହେବ ବୋଲି ବିଶ୍ୱାସ କରାଯାଏ । ବୈଜ୍ଞାନିକ ମତରେ ଗ୍ଲେସିୟର ତରଳିବା କାରଣରୁ ଏହାର ପ୍ରତିକୂଳ ପ୍ରଭାବ ବିଶ୍ୱ ଉପରେ ପଡିପାରେ ବୋଲି ଆଶଙ୍କା କରାଯାଉଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେଉଁ ଗତିରେ ହିମାଳୟରେ…

‘ମୋ କଲେଜ’ ଅଭିଯାନ ଅଧୀନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର…