ବ୍ରିଟେନ ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ପରଲୋକ
ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍କଟଲ୍ୟାଣ୍ଡର ବାଲମୋରାଲ କାଷ୍ଟଲରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀ ଏଲିଜାବେଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ସମୟରେ ରାଣୀଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲ୍ସଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟ!-->…
