Odia News Portal

କଖାରୁ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ, ଜାଣନ୍ତୁ କ’ଣ ରହିଛି ଫାଇଦା

କଖାରୁ ମଞ୍ଜିକୁ ସମସ୍ତେ ଫୋପାଡି ଦିଅନ୍ତି, କିନ୍ତୁ ଏହି ମଞ୍ଜିର ମଧ୍ୟ ବହୁ ଉପକାରୀ ଗୁଣ ରହିଛି।  ଯଦି ଆପଣ ଏହାର ଲାଭ ବିଷୟରେ ଜାଣିବେ ତେବେ ଆଉ ଏହି ଭୁଲ କରିବେ ନାହିଁ। ଗ୍ରେଟର ନୋଏଡା ଜିଏମ୍ଏସ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡଃ ଆୟୁଷ ଯାଦବ…

ଘରେ ଗାଳିଦେବାରୁ ଯୁବତୀଙ୍କ ଆତ୍ମହତ୍ୟା

ଘର ଭିତରୁ ୨୧ ବର୍ଷିୟା ଯୁବତୀଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘର ଭିତରୁ ମିଳିଲା ମୃତଦେହ । ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ।  ସୂଚନା ମୁତାବକ, କୌଣସି କାରଣରୁ ଘରେ ଗାଳିଦେବାରୁ ଆତ୍ମହତ୍ୟା କରିଛନ୍ତି ଯୁବତୀ ଜଣକ ।

ଏମିତି ଏକ ଶିବ ମନ୍ଦିର, ଯାହା କେବଳ ଗୋଟିଏ ଦିନ ଖୋଲାଯାଏ

ଆମ ଦେଶ ତଥା ଅନ୍ୟ କେତେକ ଦେଶରେ ଦେବ ଦେବ ମହାଦେବଙ୍କର ବହୁ ମନ୍ଦିର ଅଛି। ସେଥି ମଧ୍ୟରୁ ପ୍ରାୟ ଶୈବପୀଠ ବର୍ଷସାରା ଖୋଲା ରହୁଥିବାବେଳେ, ଆଉ କେତେକ ମାତ୍ର କିଛି ମାସ ପାଇଁ ଖୋଲାହୁଏ । କିନ୍ତୁ, ମଧ୍ୟପ୍ରଦେଶରେ ମହାଦେବଙ୍କର ଏପରି ଏକ ମନ୍ଦିର ଅଛି, ଯାହା କେବଳ ମହାଶିବରାତ୍ରୀରେ ଖୋଲିଥାଏ।…

ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଜମା ନିର୍ଦ୍ଦେଶ

ସାଂସଦ ଅନୁଭବ ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ…

୫୫ ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର ଆଜି ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନରେ ତାଙ୍କୁ ଅନେକ ଅଙ୍କେ ଶୁଭେଛା ଓ ଅଭିନନ୍ଦନ। ବଲିଉଡ଼ ଖିଲାଡ଼ି ଷ୍ଟାର୍ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ ୧୯୯୧ ମସିହାରେ ଚଳଚ୍ଚିତ୍ର ସୌଗନ୍ଦ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରି…

ସୋନାଲି ଫୋଗଟ ମୃତ୍ୟୁ ମାମଲା: କର୍ଲିଜ୍ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ବିଜେପି ନେତା ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ଗୋଆର କର୍ଲିଜ୍ ରେଷ୍ଟୁରାଣ୍ଟକୁ ସୁପ୍ରିମକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏହି ରେଷ୍ଟୁରାଣ୍ଟକୁ ଗୋଆ ସରକାର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଗୋଆ ସରକାରଙ୍କ ଏହି ପଦକ୍ଷେପ ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ରୋକ୍…

ମାଲକାନଗିରି,ହୀରାକୁଦ,କୋଣାର୍କ ଓ ବାରିପଦାରେ ହେବ ଏୟାର ଷ୍ଟ୍ରିପ୍

କେନ୍ଦ୍ର ସରକାରଙ୍କ ‘ ଉଡେ ଦେଶକା ଆମ୍ ନାଗରିକ(ଉଡାଣ) ଯୋଜନାର ପଞ୍ଚମ ପର୍ଯ୍ୟାୟରେ ଦେଶର ୫୦ ଅଭୟାରଣ୍ୟ , ତୀର୍ଥକ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀକୁ ଏୟାର ଷ୍ଟ୍ରିପ୍ ଦ୍ବାରା ସଂଯୋଗ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ସବୁ ସ୍ଥାନ ମଧ୍ୟରୁ କେତେକ ସ୍ଥାନରେ…

ନକଲି ଔଷଧ : ଭୁବନେଶ୍ୱରରେ ରେଡ

ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ ହୋଇଛି । ଡ୍ରଗ୍ସ ଇନସପେକ୍ଟର ମାନଙ୍କ ଦ୍ୱାରା ଏହି ଚଢାଉ ଜାରି ରହିଛି । ସାରା ଓଡ଼ିଶାରେ ଏବେ ଏହି ଚଢାଉ କରାଯାଇଛି । ପୂର୍ବରୁ କଟକର ବିଭିନ୍ନ ମେଡିସିନ୍ ଷ୍ଟୋର ଗୁଡିକରେ ଚଢାଉ କରାଯାଇଥିଲା । ଏବେ ରାଜଧାନୀର ବିଭିନ୍ନ ଷ୍ଟୋର…

ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ବି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଏକ ସୁଦୃଶ୍ୟ ଲଘୁଚାପ…

ନୀରଜଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଜାଭେଲିନ ତାରକା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଆଥଲେଟ ଭାବେ ଜୁରିଚ ଡାଏମଣ୍ଡ ଲିଗ ଟାଇଟଲ ଜିତିଛନ୍ତି । ନୀରଜ ୮୮.୪୪ ମିଟର ଯାଏଁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ମଧ୍ୟ…